ମହାନଗରମୁଖ୍ୟ ଖବରରାଜ୍ୟ

ହାଇଡ୍ରା-ବସ୍ ଧକ୍କା

ବଣାଇ,୨୯/୮(ଉତ୍କଳ ସମାଚାର):ବଣାଇ ଥାନା ନିକଟରେ କେନ୍ଦ୍ରୀ କଳା ଗ୍ରାମରେ ଆଜି ହାଇଡ୍ରା ଓ ବସ ମଧ୍ୟରେ ଭୟଙ୍କର ଧକ୍କା! ଏସ ଏନ୍ ମହାନ୍ତି ସ୍ପଞ୍ଜ କାରଖାନା ଦ୍ୱାରା ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ଭାଙ୍ଗିଗଲା । ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ, ବଣାଇ ଡାକ୍ତରଖାନାରେ ଚିକିତ୍ସାଧୀନ । ବସ ଟି ଉପର ପଡ଼ା ଦିଗରେ ଯାଉଥିବା ବେଳେ, ଜଙ୍ଗଲ ଆଡୁ ଆସୁଥିବା ହାଇଡ୍ରା ଗାଡିଟି ସମ୍ମୁଖରୁ ଧକ୍କା ମାରିଥିଲା ।

Leave a Reply

Your email address will not be published. Required fields are marked *