ମହାନଗରମୁଖ୍ୟ ଖବରରାଜ୍ୟ

ଝାଡ଼ଖଣ୍ଡର ଟାଟାନଗରରେ ୬୬୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପର ଶିଳାନ୍ୟାସ

ଭୁବନେଶ୍ୱର,୧୫/୯(ଉତ୍କଳ ସମାଚାର): ଯୋଗାଯୋଗ ବୃଦ୍ଧି ପାଇଁ ୬ଟି ବନ୍ଦେ ଭାରତ ଟ୍ରେନ୍ କୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ୩୨ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ-ଜି) ହିତାଧିକାରୀଙ୍କୁ ମଞ୍ଜୁରୀ ପତ୍ର ବଣ୍ଟନ ସହ ୩୨ କୋଟି ଟଙ୍କା ସହାୟତାର ପ୍ରଥମ କିସ୍ତି ପ୍ରଦାନ ୪୬,୦୦୦ ହିତାଧିକାରୀଙ୍କ ଗୃହ ପ୍ରବେଶ ଉତ୍ସବରେ ଅଂଶଗ୍ରହଣ ‘‘ଝାଡ଼ଖଣ୍ଡ ଭାରତର ସବୁଠାରୁ ସମୃଦ୍ଧ ରାଜ୍ୟ ହେବାର ସାମର୍ଥ୍ୟ ରଖିଛି, ଝାଡ଼ଖଣ୍ଡର ବିକାଶ ଓ ବିକଶିତ ଭାରତ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ’’‘‘ସବକା ସାଥ, ସବକା ବିକାଶ’ର ମନ୍ତ୍ର ଦେଶର ଚିନ୍ତାଧାରା ଓ ପ୍ରାଥମିକତାକୁ ବଦଳାଇ ଦେଇଛି’’ ‘‘ପୂର୍ବ ଭାରତରେ ରେଳ ସଂଯୋଗ ସମ୍ପ୍ରସାରଣ ସମଗ୍ର ଅଞ୍ଚଳର ଅର୍ଥନୀତିକୁ ତ୍ୱରାନ୍ୱିତ କରିବ’’ “ସାରା ଦେଶରେ ଆଦିବାସୀ ଭାଇ ଭଉଣୀଙ୍କ ପାଇଁ ପିଏମ ଜନମନ ଯୋଜନା ଚାଲିଛି”

Leave a Reply

Your email address will not be published. Required fields are marked *