ପାପଡାହାଣ୍ଡି ତା 8/10/26,(ଉତ୍କଳ ସମାଚାର)ରିଖ ରେ ଇଣ୍ଡିଆମେଣ୍ଟ ପକ୍ଷରୁ 12ଘଣ୍ଟିଆ ବନ୍ଦ ପାଳନ ସଫଳ ହୋଇଛି l ଏହି ବନ୍ଦ ପାଳନ ରେ କଂଗ୍ରେସ ରଜିଲ୍ଲା ସଭାନେତ୍ରୀ ସୁଶ୍ରୀ ଡ଼କ୍ଟର ଲିପିକା ମାଝୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ୱାଜିର ହୁସେନ,, ଆକବର ହୁସେନ, ପି ଏଲ ଭି ସଭ୍ୟ ଶ୍ରୀ ରାଜ କିଶୋର ରାଓ, ଶ୍ରୀ ଇଶ୍ୱର ହରିଜନ, ଶ୍ରୀ ଶ୍ରୀକାନ୍ତ ମିଶ୍ର ଓ ଭି ବିକାଶ ରାଓ ପ୍ରଭୁତି ଉପସ୍ଥିତ ରହି ଦୋକାନବଜାର, ସ୍କୁଲ କଲେଜ, ଜାନବାହାନ ସରକାରୀ ଦପ୍ତର ସବୁ ବନ୍ଦ କରିଥିଲେ l ସକାଳ 6ଟା ରୁ ସନ୍ଧ୍ୟା 6ଟା ପଯ୍ୟନ୍ତ ଶାନ୍ତି ଶୃଙ୍ଖଳା ରେ ବନ୍ଦ ପାଳନ ହୋଇଥିବାରୁ ଜନସାଧାରଣ ଙ୍କୁ ଧନ୍ୟବାଦ ଜଣାଇଥିଲେ


