ରାଉରକେଲା ୨୨/୧୦,(ଉତ୍କଳ ସମାଚାର)ଆଜି ନୂଆଗାଁ ବ୍ଲକ ଅନ୍ତର୍ଗତ ତେତାରକେଲା ,ବାଗଦେଗା ଏବଂ ବାରିଲେପଟା ପଞ୍ଚାୟତରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି।ବାଇକ ରାଲି ମାଧ୍ୟମରେ ଗାଁ ଗାଁ ବୁଲି ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଯୋସେଫ ତୀର୍କ ଲୋକଙ୍କ ସୁଖ ଦୁଃଖ ବୁଝିଛନ୍ତି। ମା’ ମାନଙ୍କ ସହ ନାଚ, ଘରେ ଘରେ ବସି ଚା’ ପିଇବା ଏବଂ ମହିଳାଙ୍କ ଅଭିଯୋଗ ଶୁଣିବା – ଏହା ହିଁ ପ୍ରକୃତ ଜନ ସେବା।ଏହି କାର୍ଯ୍ୟକ୍ରମରେ ବିଧାୟକ ଙ୍କ ସହ ବ୍ଲକ ସଭାପତି ପ୍ରକାଶ ସାହୁ, ନିମୟ ଆଚାର୍ଯ୍ୟ, ଯୁବ ନେତା ପ୍ରଦୀପ ସାହୁ, ମୋକିମ ଆନସାରୀ, ବାନ୍ତି ଆନସାରୀ, ବିନୋଦ ସାହୁ, ବ୍ରଜ କିଶୋରେ ସିଂ, ବିର୍ସା ଓରାମ, ରମେଶ ମହାଳି, ବିଜୟ ବାରିକ, ST cell ର ରାଜ୍ୟ ସାଧାରଣ ସମ୍ପାଦକ ଶଙ୍କର ତୀର୍କ, ଛାତ୍ର ନେତା ରିତେଶ କେଶରି

