ରାଉରକେଲା:୨୪/୧୦/୨୦୨୬:(ଉତ୍କଳ ସମାଚାର)ରିଖ ଦିନ ୧୧ଘଟିକ ସମୟରେ ସଂଘ ଗୃହରେ ପୂର୍ବତନ ସଭାପତି କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ପାଳନ କରାଯାଇଥିଲା l ଉକ୍ତ ବୈଠକ ରେ ସଂଘ ଉପଦେଷ୍ଟା ଦେବେନ୍ଦ୍ର ନାଥ ଆଚାର୍ଯ୍ୟ ଓ ରାଜ୍ୟ ଉପସଭାପତି ବାବୁଲା କୁମାର ଦାସ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଉପରେ ଆଲୋଚନା କରିଲେ l ଉକ୍ତ ବୈଠକ ରେ ରାଉରକେଲା ସଂଘ ର ସମ୍ପାଦକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ଆରତ ଷଣ୍ଢ ବାସୁଦେବ ନାୟକ,ଦିନେଶ ମହାନ୍ତି, ସୁଶାନ୍ତ ମହାଳିକ, ତାପସ ଘୋସାଲ, ମଙ୍ଗଳ ଗଣ୍ଡ, ବିନୋଦ ଷଣ୍ଢ, ରୀତା ନାୟକ, ଗୀତା ଷଣ୍ଢ, ଗୋକୁଲ ସାଗର, ହେମଲତା,ଜୟନ୍ତୀ , ସୁନ୍ଦରୀ,ରଜନୀ,ସଂତୋଷିନି, ବେବି,ରାଜୁ, କେଦାର,ପିଣ୍ଟୁ, ମଣ୍ଟୁ , ରାଜକୁମାରୀ, ସୁକନ୍ୟା ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଫଟୋ ରେ ପୁଷ୍ପାଞ୍ଜଳି ଦେଇଥିଲେ l ଶେଷରେ ସମ୍ପାଦକ ସୁବାସ ପାଣିଗ୍ରାହୀ ଧନ୍ୟବାଦ ଦେଇ ସଭାକୁ ଭଙ୍ଗ କରିଥିଲେ l

