ରାଉରକେଲା ୨୨/୧୧,(ଉତ୍କଳ ସମାଚାର)ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ନମସ୍କାର।ଆସନ୍ତା ଡିସେମ୍ବର ୧୩ ତାରିଖରେ ସ୍ୱୀକୃତିପ୍ରାପ୍ତ ଇଉନିୟନ୍ ଭାବେ ରାଉରକେଲା ଶ୍ରମିକ ସଂଘର କାର୍ଯ୍ୟକାଳ ଶେଷ ହେଉଛି। ଉଲ୍ଲେଖଯୋଗ୍ୟ ଯେ, ସର୍ବପ୍ରଥମେ ରାଉରକେଲା ଶ୍ରମିକ ସଂଘ ହିଁ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇ ଇସ୍ପାତ ଶ୍ରମିକମାନଙ୍କୁ ଗୁପ୍ତ ମତଦାନ ମାଧ୍ୟମରେ ନିଜର ମତାଧିକାର ସାବ୍ୟସ୍ତ କରିବାର ସୁଯୋଗ ପ୍ରଦାନ କରାଇବାରେ ସଫଳ ହୋଇଥିଲା।୧- ଜରିଆରେଲାଗୁକରି RSPର ୪୭୯୪ ଜଣ କର୍ମଚାରୀଙ୍କୁ ପଦନାମ ପ୍ରଦାନ କରାଯାଇଛି ଯାହା ଐତିହାସିକ ଏବଂ ସାରା ସେଲ୍ ରେ ସର୍ବାଧିକ୨- ସମସ୍ତ କର୍ମଚାରୀଙ୍କୁ କାର ପାସ ପ୍ରଦାନ କରାଯାଇଛି୩-ବାବଦରେ ମିଳୁଥିବା ବିଭିନ୍ନ ପ୍ରୋତ୍ସାହନ ରାଶି ବୃଦ୍ଧି କରାଯାଇଛି୪-ରେ ଦୁଇଟି ଫ୍ୟାନ ଲଗେଇବାର ବ୍ୟବସ୍ଥା କରାଯାଇଛି୫- ର କର୍ମଚାରୀଙ୍କ ପରିବର୍ତ୍ତନ କରାଯାଇଛି୬- ର ବାକିଥିବା ୬୧ ଜଣ କର୍ମଚାରୀଙ୍କୁ ଦିଆଯାଇଛି ୭- ର ଯେଉଁ ସାଥୀ କର୍ମଚାରୀ ରୁ କରି S-3 ରେ କରିଥିଲେ ସେମାନଙ୍କ ଟ୍ରେନିଂ ପିରିୟଡ଼କୁ ରାଯାଇଛି୮-” “ପୂର୍ବରୁ କେବଳ ହିଁ ମିଳି ପାରୁଥିଲା। ଏହାକୁ ସଂଶୋଧନ କରାଯାଇ ରେ ରହୁଥିବା କର୍ମଚାରୀ ନିଜର ଉପର କିମ୍ବା ତଳ ନେବାର ବ୍ୟବସ୍ଥା କରାଯାଇଛି। ଆଗରୁ ନେବାପାଇଁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ୁଥିଲା କିନ୍ତୁ ଏବେ ଏହି ପ୍ରତିମାସରେ ବାହର କରିବାର ବ୍ୟବସ୍ଥା କରାଯାଇଛି୯-ରେ କାର୍ଯ୍ୟରତ ଯେଉଁ କର୍ମଚାରୀମାନେ ତିନି ବର୍ଷିୟା ପ୍ରମୋଶନ ପାଇବାରୁ ବଞ୍ଚିତ ଥିଲେ ଜରିଆରେ ସେମାନଙ୍କୁ କ୍ଲଷ୍ଟର ରୁ କ୍ଲଷ୍ଟର ତିନି ବର୍ଷିୟା ପ୍ରମୋଶନ ଦେବାର ବ୍ୟବସ୍ଥା କରାଗଲା।୧୦- କର୍ମଚାରୀଙ୍କ ପାଇଁ ନୂତନ ସୃଷ୍ଟି କରାଯିବା ସହିତ ଭଳି କଟି ଯାଇଥିବା ସମ୍ମାନଜନକଲାଗୁ କରାଯାଇଛି୧୧-୨୦୨୬ ରେ ର ବାକି ରହିଯାଇଥିବା କର୍ମଚାରୀଙ୍କ ଟ୍ରେନିଂ ପିରିୟଡ଼କୁ କରାଯାଇଛି୧୨କୁ ଘରୋଇକରଣରୁ ରକ୍ଷା କରାଯାଇପାରିଛି୧୩- କୁ ଘରୋଇକରଣରୁ ରକ୍ଷା କରାଯାଇପାରିଛି୧୪-ରେ ଭଳି ସବୁ ରେ ଥାଳିରେଖାଦ୍ୟ ଦେବାର ବ୍ୟବସ୍ଥା କରାଯାଇଛି୧୫- ଅଧିକାଂଶ ରେ . ବ୍ୟବସ୍ଥା କରାଯାଇଛି୧୬- ର ଅଧିକାଂଶ ରେ ଏବଂ ବ୍ୟବସ୍ଥା କରାଯାଇଛି୧୭- ଅନେକ ବିଭାଗରେ ବ୍ୟବସ୍ଥା କରାଯାଇଛି୧୮- ଅନେକ ବିଭାଗରେ ଲିଫ୍ଟ ବ୍ୟବସ୍ଥା କରାଯାଇଛି୧୯- ରେ ଗଭୀର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପ୍ରଥମେ ସେକ୍ଟର ୧୭ ରେ ଆରମ୍ଭ କରାଯାଇଥିଲା ପରେ ତରଫରୁ sector -19 ଠାରେ ପ୍ରତିଷ୍ଠା କରାଯାଇଛି ଏବଂ ଆଉ ଦୁଇଟି ପ୍ରକଳ୍ପ ସେକ୍ଟର -୮ ଏବଂ ସେକ୍ଟର -୨ ଠାରେ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି୨୦-ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାରା ସେଲରେ ରାଉରକେଲା ଇସ୍ପାତ କାରଖାନା ଏକମାତ୍ର ୟୁନିଟ୍ ଯେଉଁଠାରେକରାଯାଇଛିଏସବୁ କେବଳ କେତୋଟି ଉଦାହରଣ ମାତ୍ର। ରାଉରକେଲା ଶ୍ରମିକ ସଂଘ ଦିନରାତି, ଚବିଶ ଘଣ୍ଟା ଇସ୍ପାତ ଶ୍ରମିକମାନଙ୍କ ସ୍ୱାର୍ଥରକ୍ଷା ପାଇଁ କାର୍ଯ୍ୟରତ।ଆମର ସଂକଳ୍ପ ସ୍ପଷ୍ଟ— ଶ୍ରମିକଙ୍କ ସ୍ୱାର୍ଥ, ସମ୍ମାନ ଓ ଅଧିକାରର ସୁରକ୍ଷା ସହ ରାଉରକେଲା ଇସ୍ପାତ କାରଖାନାର ସ୍ୱାଭିମାନ ଓ ଭବିଷ୍ୟତ ପାଇଁ ରାଉରକେଲା ଶ୍ରମିକ ସଂଘର ସଂଗ୍ରାମ ଜାରି ରହିବ। ପ୍ରଶାନ୍ତ କୁମାର ବେହେରା ଅକ୍ଷୟ କୁମାର ଜେନା ଦିଲୀପ ମହାପାତ୍ର କ୍ରଧର ପ୍ରଧାନ ନିହାର ଦାସ ବୀର କିଶୋର ଶେଖର ଦେଓ, ରମେଶ ଦତ୍ତ ବିକାଶ ବେହୁରିଆ ଧୁଶାସନ ନାୟକ ରମାକାନ୍ତ ପରିଡ଼ା ମନୋମୋହନ ବେହେରା ପ୍ରଫୁଲ୍ଲ ଦାସ ଅଖିଳ ପୃଷ୍ଟି ଦୁର୍ଗା ଜେନା ସୁରେଶ କିଷାନ୍ ଗୌରାଙ୍ଗ ପରିଜା ଦିଲୀପ ମଲ୍ଲିକ ତୁଷାର ସାହୁ ବୀରେନ୍ଦ୍ର ନାରାୟଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

