ତେନ୍ତୁଳୀଖୁଣ୍ଟି ତା 25//11//26,(ଉତ୍କଳ ସମାଚାର)ରିଖରେ ନବରଙ୍ଗପୁର ଜିଲ୍ଲା ର ତେନ୍ତୁଳୀଖୁଣ୍ଟି ବ୍ଲକ ଅଧିନସ୍ତ ଅମଳାଭଟ୍ଟାଗ୍ରାମର ଶିବ ମନ୍ଦିର ରେ ଆଜି ପୂର୍ଣମୀ ବ୍ରତ ପାଳନ ପାଇଁ ବହୁ ସଂଖ୍ୟାରେ ଭକ୍ତ ମାନେ ଯୋଗ ଦେଇଥିଲେ l ଭିଡକୁ ଦେଖି କାମତା ଫାଣ୍ଡି ର ଗୃହରଖି ମାଧବ ମାଝୀ ଓ ତ୍ରିପତି ମାଝୀ ଡିଉଟି କରିଥିଲେ l ମନ୍ଦିର କମିଟି ପକ୍ଷରୁ ପ୍ରାୟ 500ଜଣ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ର ଵେବସ୍ତା କରିଥିଲେ l ମନ୍ଦିର କମିଟି ସଭାପତି ଶ୍ରୀ ବୃନ୍ଦାବନ ବିଷୋୟୀ, ସାଧାରଣ ସମ୍ପାଦକ ଶ୍ରୀ ଶରଦ ଚନ୍ଦ୍ର ବିଷୋୟୀ, କୋଷାଧକ୍ଷ ଶ୍ରୀ ମନଧର ବିଷୋୟୀ, ପୂଜାରୀ ଧନସିଂ ପୂଜାରୀ, ତୁଳସୀ ଗୌଡ଼, ପୁରୁଷୋତ୍ତମ ଜାନି,ରାମ ଜାନି,ଦୟା ଜାନି, ପ୍ରେମ ସୁନ୍ଦର ଗୌଡ଼, ଧର୍ମେନ୍ଦ୍ର ବିଷୋୟୀ,ପ୍ରଦୀପ କୁମାର ନାୟକ,କୁସଲୁ କୁମ୍ଭାର, ଗୋପୀନାଥ କୁମ୍ଭାର, ଶନିଆ କୁମ୍ଭାର, ଉମେଶ କୁମ୍ଭାର, ପଦ୍ମନାଭ କୁମ୍ଭାର, ନୀଳାମ୍ବର ମୁଦୁଲି ଓ ଖଗପତି ନାୟକ ପ୍ରଭୃତ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ l ଗତ ରାତି ରେ ଚାରିପ୍ରହାର ନାମ ସଂକୀର୍ତ୍ତନ କରାଯାଇଥିଲା

