ନବରଙ୍ଗପୁର. ନରସିଂବାଘ( ଉତ୍କଳ ସମାଚାର)ନବରଙ୍ଗପୁର ପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ର ଚାଷୀମାନେ ଧାନ ବିକ୍ରି ପାଇଁ ଗଭୀର ସଙ୍କଟ ରେ .ଗତ ତା 3 //26: ରିଖଦିନ ଅନେକ ସମସ୍ୟା କୁ ନେହି ସକାଳ ସାଥି ରେ ଖବର ପ୍ରସାରଣ ପରେ ମଧ୍ୟ . ମଣ୍ଡି ରୁ ଧାନ ନ ଉଠିବା. ଝରୀ ବସ୍ତା ରୁ ଧାନ ନ କିଣିବା.ଭାଗ ଚାଷୀ.ଓ଼ ଚାଷୀ ମାନଙ୍କର ଟୋକେନ ନ ଆସିବା.କୋଟିନି ଛଟଣୀ କୁ ନେହି ଆଜି ତେନ୍ତୁଳୀଖୁଣ୍ଟି ବ୍ଲକ ର ପୁଜାରୀ ଗୁଡା.ପଞ୍ଚାୟତ ଦିଗୀ.ପଞ୍ଚାୟତ ଓ଼ ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ର ଚାଷୀ ମଣ୍ଡି ର ବିଭିନ୍ନ ସମସ୍ୟା କୁନେହି ଆଜି ରାଜ ରାସ୍ତା କୁ ଵନ୍ଦ କରି ପ୍ରତିବାଦ କରିଥିବା ର ଦେଖିବାକୁ ମିଳିଛି. ଦୀର୍ଘ ଚାରି ଘଣ୍ଟା କାଳ ର ପ୍ରତିବାଦ ପରେ. ତେନ୍ତୁଳୀଖୁଣ୍ଟି ର ଥାନା ଭାର ପ୍ରାପ୍ତ ଅଧିକାରୀ ପ୍ରଣବ କୁମାର ଟୁଡୁ ଙ୍କ ସହ ପୋଲିସ କର୍ମ କର୍ତ୍ତା ସହ ଚାଷୀ ଙ୍କୁ ବୁଝାଇ. ତାହସିଲଦାର. ବିଡିଙ୍କୁ ଫୋନ କରି ଚାଷୀଙ୍କର ସମସ୍ୟା କୁ ସମଧାନ କରିବାକୁ ଡାକିଥିଲେ. ଫୋନ୍ ପରେ ଅତିରିକ୍ତ ଯୋଗାଣ ଆଦିକାରୀଣି. ତହସିଲଦାର. ଯୋଗାଣ ଅଧିକାରୀ ଆସି ଚାଷୀ ମାନଙ୍କ ସହିତ ଆଲୋଚନା କରି ସମସ୍ୟା ର ସମାଧାନ ତୁରନ୍ତ କରିବା ର ପ୍ରତି ଶ୍ରୁତି ଦିଲା ପରେ ରାସ୍ତା ରୁ ଚାଷୀ ଓ଼ହରି ଥିଲେ ବର୍ତ୍ତମାନ ଦିଖିବା କୁ ବାକି ରହିଲା ପ୍ରତି ଶ୍ରୁତି ର କଥା l

