Uncategorized

ସ୍କାନ ଷ୍ଟିଲ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

ରାଜଗାଙ୍ଗପୁର,9//10,(ଉତ୍କଳ ସମାଚାର):(ସୁବାଷ ବେହେରା) ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ଲାଇଙ୍ଗ ବ୍ଲକ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ସୁ ବିଧା ପାଇଁ ସ୍କାନ ଷ୍ଟିଲର ସି ଏସ୍ଥାର ବି ଭାଗ ଭାଗ ପକ୍ଷରୁ ୩ଟି ବିଶୁଦ୍ଧ ପାନୀୟ ଜଳ (ଆରଓ) ପ୍ରକଳ୍ପ ଉଦ୍‌ଘାଟନ କରାଯାଇଛି। ରାଜଗାଙ୍ଗପୁ ଗାଙ୍ଗପୁର ବିଧାୟକ ଡା. ସିଏସ୍ ରାଜନ ଏକ୍ଜା, ସ୍କାନ୍ ଷ୍ଟିଲର ନିର୍ଦ୍ଦେଶକ ଅର୍ଜନା ଗର୍ଡି ଆ, ଲାଇଙ୍ଗ ସିଏଚ୍‌ ସି ର ସୁପରିଟେଣ୍ଡେଣ୍ଟ ଡା. ବରଦା ପ୍ରସନ୍ନ ଗୋଚ୍ଛାୟତ, କାରଖାନାର ବରିଷ୍ଠ ପ୍ରବନ୍ଧକ ସୁ ବ୍ରତ ନାୟକ, ପ୍ରଭାକର ଅଗ୍ରଓ୍ବାଲ, ଜେ.କେ. ପଟ୍ଟନାୟକ, ବିଧାୟକଙ୍କ ବ୍ଳକ ପ୍ର ତି ନି ଧ୍ ଅରୁ ଣ ସାମଲ, କଂଗ୍ରେସର ବରିଷ୍ଠ ନେତା ପବନ ଯାଗ ଗର୍ଡି ଆ, ଇକବାଲ ମଲ୍ଲିକ ପ୍ରମୁଖ ଯେ ଦେଇଥିଲେ। ଏହି ପ୍ରକଳ୍ପ ଦ୍ବାରା ପ୍ରତିଦିନ ସିଏଚ୍.ସି କୁ ଆସୁ ଥ୍ ବା ଶତାଧିକ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ମାନେ ସହ ହଳରେ ବିଶୁ ଦ୍ଧ ପାନୀୟ ଜଳ ପାଇପାରିବେ

Leave a Reply

Your email address will not be published. Required fields are marked *