ନବରଙ୍ଗପୁର:ପାପାଡାହାଣ୍ଡି ତା 27.1.2026:(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ର ଦଳେଇଗୁଡ଼ା ଷ୍ଟାଡିଅମ ଠାରେ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ ହେମଲତା ମାଝୀ, ଉପାଧକ୍ଷ ଶ୍ରୀଯୁକ୍ତ ସୁଶାନ୍ତ କୁମାର ହେରା,ପାପଡାହାଣ୍ଡି ଉପଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସତ୍ୟଜିତ କଣ୍ଡାକେଲ, ପାପଡାହାଣ୍ଡି ଥାନା ଅଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ଜେନା, ଉପଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବାଳକ ଦାସ ରନ୍ଧାରୀ,ଅଗ୍ନିଶ୍ରମ ଅଧିକାରୀ ଶ୍ରୀଯୁକ୍ତ ଦୁରାଦକ୍ଷ ବାଘ, si ଶ୍ରୀଯୁକ୍ତ ଉମାକାନ୍ତ ଶବର, ତୁମର୍ଲା ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ରାମଚନ୍ଦ୍ର ନାୟକ, ହରି ପାଣିଗ୍ରାହୀ ଓ ସମସ୍ତେ ବିଦ୍ୟାଳୟ ଓକଲେଜ ର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ କୃତକାର୍ଯ୍ୟ ପିଲାମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ପାପଡାହାଣ୍ଡି ଗୋଷ୍ଠୀ ଉର୍ନୟନ ଅଧିକାରୀ ପାପଡାହାଣ୍ଡି ପୋଲିସ ଓ ଅଗ୍ନିଶ୍ରମ ବିଭାଗ କୁ ଭଲ କାର୍ଯ୍ୟ ପାଇଁ ପୁରସ୍କୃତ କରିଥିଲେ

