ରାଉରକେଲା:1//2,(ଉତ୍କଳ ସମାଚାର) : ଙ୍କ ନେତୃତ୍ୱରେ, ଆନ୍ୱେଷା – ଦି ହେଲ୍ପିଂ ହ୍ୟାଣ୍ଡ ଦ୍ୱାରା ଙ୍କ ସହଯୋଗରେ ଡିଶା ଚାଇଲ୍ଡ କେୟାର ସେଣ୍ଟର, ବିସ୍ରା ଠାରେ ଅନାଥ, ଦିବ୍ୟାଙ୍ଗ ଓ ବିଶେଷ ଶିଶୁଙ୍କ ସହ ୧୨୧ତମ ଆନନ୍ଦମୟ ପରିବେଶରେ ଆୟୋଜିତ ହୋଇଥିଲା।ଏହି ଅବସରରେ ଶିଶୁମାନଙ୍କ ସହ କେକ୍ କଟିଂ, ବିସ୍କୁଟ୍ ଓ ଚକୋଲେଟ୍ ବଣ୍ଟନ ସହ ବିଭିନ୍ନ ଆନନ୍ଦମୟ ସେଲିବ୍ରେସନ କାର୍ଯ୍ୟକଳାପ ହୋଇଥିଲା, ଯାହାରେ ସମଗ୍ର ପରିବେଶ ଖୁସି ଓ ଉତ୍ସାହରେ ଭରିଯାଇଥିଲା। ଶିଶୁମାନଙ୍କ ମୁହଁରେ ଫୁଟିଉଠିଥିବା ହସ ଏହି କାର୍ଯ୍ୟକ୍ରମର ସର୍ବୋଚ୍ଚ ସଫଳତା ଥିଲା।ଏହା ସହିତ ଡିଶା ଚାଇଲ୍ଡ କେୟାର ସେଣ୍ଟରର ସମସ୍ତ ମଧ୍ୟରେ ନୂଆ କମ୍ବଳ ବଣ୍ଟନ କରାଯାଇ ସେମାନଙ୍କ ସେବା ଓ ନିଷ୍ଠା ପ୍ରତି ସମ୍ମାନ ଜଣାଯାଇଥିଲା।କାର୍ଯ୍ୟକ୍ରମରେ President କଳ୍ପନା ଶତପଥି, ରଞ୍ଜନ ସାହୁ, ମାନଷି ଘୋଷ, ମାଧବୀ ଚୌଧୁରୀ, ଧନଞ୍ଜୟ ଚୌଧୁରୀ, ଥୋମାସ ଓ ଲଳିତେନ୍ଦୁ ଆଚାର୍ଯ୍ୟ, ଗୀତାଞ୍ଜଳି ଆଚାର୍ଯ୍ୟ,ସହ ଅମ୍ବର ଅଲମ ଏଂବ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଏହି ଅବସରରେ କହିଥିଲେ—ଜ ଖୁସିକୁ ସମାଜର ବଞ୍ଚିତ ଶ୍ରେଣୀ ସହ ବାଣ୍ଟିବା ହେଉଛି ସତ୍ୟ ସେବା। ସଦା ମାନବିକତା, ପ୍ରେମ ଓ ସମର୍ପଣର ପଥରେ ଅଗ୍ରସର ରହିବ।”ସଂସ୍ଥା ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏଭଳି ସେବାମୂଳକ ଓ ସମାଜହିତକର କାର୍ଯ୍ୟକ୍ରମ ଜାରି ରଖାଯିବ ବୋଲି ଜଣାଯାଇଛି।

