ତେନ୍ତୁଳୀଖୁଣ୍ଟି 3.2.2026:(ଉତ୍କଳ ସମାଚାର)ତାରିଖ ରେ ଅମଲାଭଟା ଠାରେ ହିନ୍ଦୁ ମହାସଭା ଅନୁଷ୍ଠିତ ହୋଇଯାଇଛି ଏହି ମହାସଭା କୁ କଣ୍ଟାଗାଁ,ଝରିଗୁମା ଓ ଅମଲାଭଟା ଏହି ତିନୋଟି ପଂଚାୟତ ର ଲୋକ ମାନେ ମିଶି ହିନ୍ଦୁ ମହାସଭା ଡାକିଥିଲେ.ଏହି ସମ୍ବିଳନୀ ରେ ମୁଖ୍ୟ ଅତିଥି ଭାବେ ଓଡିଶା ପଶ୍ଚିମ ପ୍ରାନ୍ତର ହିନ୍ଦୁଧର୍ମ ଜାଗରଣ ସଂସ୍କୃତି ପ୍ରମୁଖ ଶ୍ରୀଯୁକ୍ତ ବିଶ୍ୱରଂଜନ ତ୍ରିପାଠୀ, ତାରାପାଣି ଗାଁ ର ସମାଜସେବୀ ତାରା ପାଣି ସମ୍ନାନୀୟ ଅତିଥି,ଶ୍ରୀଯୁକ୍ତ ଜଗନ୍ନାଥ ଭତ୍ରା, ସଙ୍ଘ ଚାଳକ ତେନ୍ତୁଳୀଖୁଣ୍ଟି ଖଣ୍ଡ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ବିଶୋୟୀ,ଓ ତେନ୍ତୁଳୀଖୁଣ୍ଟି ଖଣ୍ଡ କାର୍ଯ୍ୟବାହାକ ହରେକୃଷ୍ଣ ଭତ୍ରା ପ୍ରମୁଖ ମଞ୍ଚାସିନ ଥିଲେ ଓ ହିନ୍ଦୁ ଧର୍ମ ବିଷୟରେ ବୁଝାଇଥିଲେ ପ୍ରଥମେ ଏକ ପ୍ରହରୀ ନାମ ଶଙ୍କିତନ ତାପରେ କଳସ ଯାତ୍ରା ଓ ନଗର ଭ୍ରମଣ ଘୃତ ଯଜ୍ଞ, ଓ ଶେଷରେ ହଜାରେ ଲୋକଙ୍କ ପାଇଁ ଅର୍ନପ୍ରସାଦ ଵେବସ୍ତା କରାଯାଇଥିଲା ଏଥିରେ ସହଯୋଗ କରିଥିଲେ ବୃନ୍ଦାବନ ବିଶୋୟୀ, ଫକୀର ମୋହନ ବିଶୋଇ, ବିଷ୍ଣୁ ବିଶୋଇ, ଶରତ ଚନ୍ଦ୍ର ବିଶୋଇ, ନୀଳାମ୍ବର ମୁଦୁଲି, ଅଶୋକ କୁମାର ପଟ୍ଟନାୟକ, ତ୍ରିନାଥ ନାୟକ କ୍ଷୀରସିନ୍ଧୁବିଶୋଇ, ତପନ ନାୟକ, କଣ୍ଟାଗାଁ ସରପଞ୍ଚ ନାୟକ ବାବୁ, ଓ ଦୟା ଜାନି ପ୍ରଭୁତି ସାହାଯ୍ୟ କରିଥିଲେ

