ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ 25/2/26:(ଉତ୍କଳ ସମାଚାର)(ସୁବାଷ ବେହେରା) ଡାଲମିଆ ଭାରତ ସିମେଣ୍ଟ କମ୍ପାନୀ ର ଲାଞ୍ଜିବେର୍ଣା ଖଣି ସମ୍ପସାରଣ କୁ ନେଇ ଗତ ଡିସମ୍ବର 13 ତାରିଖ ରେ ଜମି ଅଧିଗ୍ରହଣ ସମୟରେ ହଜାର ହଜାର ଅଧିବାସୀ ଏହାକୁ ବିରୋଧ କରି ଆନ୍ଦୋଳନ ଜାରି ରଖି ଜମି ଅଧିଗ୍ରହଣ କୁ ସ୍ଥଗିତ କରା ଯାଇ ଥିଲା lଏହାର ପ୍ରତିବାଦରେ ଗତ 18ତାରିଖରେ ମଧ୍ୟ୍ୟ ରାଜ୍ୟ ରାଜ ପଥ 10କୁ 12ଘଣ୍ଟିଆ ଆର୍ଥିକ ଅବରୋଧ କରି ପ୍ରଶାସନ ଏବଂ କାରଖାନା କୃତପକ୍ଷ ଙ୍କୁ ଚେତାବନୀ ଦେଇ ଥିଲେ ଲାସ୍ଥାନୀୟ ଅଧିବାସୀ ଙ୍କ ସହ ପ୍ରଶାସନ କିମ୍ବା କମ୍ପାନୀ କୃତପକ୍ଷ କୌଣସି ଆଲୋଚନା କରିନଥିଲେ କୌଣସି ସମାଧାନ ମଧ୍ୟ୍ୟ ହୋଇନଥିଲାଏବଂ ଆଜି ପ୍ରଶାସନ କିଛି ସ୍ଥାନୀୟ ଅଧିବାସୀ ଲୋକଙ୍କୁ ଆଜି ପ୍ରଭାତ ରେ ପୋଲିସ ସେମାନଙ୍କୁ ଅଟକ ରଖି ସେହି ବିବାଦୀୟ ଜମି ଉପରେ ରୋଡ଼ ରାସ୍ତା ଓ ହିଡ଼ ଦେବ କାର୍ଯ୍ୟ ଆରମ୍ଭ କରିବା ଦ୍ଵାରା ସ୍ଥାନୀୟ ଅଞ୍ଚଳ ଲୋକେ ଓ ଜମି ମାଲିକ ନାଜିବାକୁ ଚେଷ୍ଟା କରିଥିଲେ ଏହୁ ଜମି ବିବାଦ ଯେତେବେଳେ ସୁପ୍ରିମ କୋର୍ଟ ରେ ଅଛି ତେବେ କୋଉ ପ୍ରକାର ଡ଼ି ସି ବି ଏଲ ରାସ୍ତା ନିର୍ମାଣ କରୁଛି ପ୍ରଶାସନ ଆଇନ ଶୃଙ୍ଖଳା ନାଁରେ ଡାଲମିଆ କମ୍ପାନୀ କୁ ପ୍ରୋଟେଷ୍ଟ ଦେଉଛନ୍ତି କାହିଁକି ରାସ୍ତା ନିର୍ମାଣ ହେଉଛି କହି ବିରୋଧ କରିବାକୁ କହିବା ରୁ ଉତ୍ତେଜନା ସହ ପୋଲିସ ସହିତ ଧସ୍ତା ଧସ୍ତି ହୋଇ ଥିଲା ଘଟଣା ସ୍ଥଳ ରେ ଜମିମାଲିକ ଏବଂ ସ୍ଥାନୀୟ ଅଧିବାସୀ ମାନେ ଏହି ଜମି ଅଧିଗ୍ରହଣ କୁ ବିରୋଧ କରୁ ଥିବା ଦେଖା ଦେଇଛି lଜମି ଅଧିଗ୍ରହଣ ବନ୍ଦ ନକରାଗଲେ ପରିସ୍ଥିତି ଜଟିଳ ହେବ ତାହା ପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନୀ ଦେଉଛନ୍ତି l

