ରାଉରକେଲା:22//3,(ଉତ୍କଳ ସମାଚାର)ବିଶ୍ୱ ବନ ଦିବସ ରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଓଡିଶା ମାନ୍ୟବର ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ, ମାନ୍ୟବର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟ ସଚିବ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଏବଂ ପ୍ରଧାନ ମୁଖ୍ୟ ବନ ସଂରଂକ୍ଷକ ଓ ବନ ବାହିନୀ ମୁଖ୍ୟ ଶ୍ରୀ କ. ମୁର୍ଗେସନ ଙ୍କ କର କମଳରେ ଆମ ଦ୍ୱାରା ଲିଖିତ ଏକ ପୁସ୍ତକ ଉନ୍ମଚନ କରାଗଲା l ଏହି ବହିଟି ରାଉରକେଲା ବନଖଣ୍ଡ ଅଞ୍ଚଳରେ ଦେଖା ଯାଉ ଥିବା ବିଭିର୍ଣ୍ଣ ପ୍ରଜାତି ର ଜୀବଜନ୍ତୁ ଙ୍କ ବିଷୟରେ ଆଲୋକପାତ କରାଯାଇଛି ଯାହା ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏହା ଏକ ଉଦ୍ଧିଷ୍ଟ ହେବ ଏବଂ ଶିକ୍ଷଣୀୟ ହେବ ବୋଲି ଆଶା ଏବଂ ଭରଷା l

