ତେନ୍ତୁଳୀଖୁଣ୍ଟି ତା 30.3.2026:(ଉତ୍କଳ ସମାଚାର)ରିଖରେବାରୀଗୁଡା ଗ୍ରାମରେ ଅଷ୍ଟପ୍ରହରୀ ନାମ ଜଜ୍ଞ ଅନୁଷ୍ଠିତ ହୋଇଯାଇଛି ଏଥିରେ ବାରୀଗୁଡା ଗ୍ରାମ ର ଟଙ୍କଧର ବିଷୋୟୀ, ପିତାମ୍ବର ପରଜା, ଧର୍ମେନ୍ଦ୍ର ବିଷୋୟୀ, କେଶବ ବିଷୋୟୀ, ପ୍ରମୋଦ ଗୌଡ଼, ପୁରନ ପରଜା, ପର୍ଶୁ ପରଜା, ମନଧର ବିଷୋୟୀ, ଦୁର୍ଯ୍ୟୋଧନ ବିଷୋୟୀ, କୁରୁପା ପରଜା, ଧନସିଂ ଜାନି, ବଳଦେବ ବିଷୋୟୀ ପିତାମ୍ବର ବିଷୋୟୀ, ରବୀନ୍ଦ୍ର ବିଷୋୟୀ, ରମେଶ ବିଷୋୟୀ, ଭୋଳା ବିଷୋୟୀ, ଦୁର୍ଗା ବିଷୋୟୀ, ଶ୍ରୀକାନ୍ତ ବିଷୋୟୀ, ମଧୁସୂଦନ ଜାନି, ଗିରିଧର ଜାନି, କ୍ଷେତ୍ର ବିଷୋୟୀ, ପୁରନ ଗୌଡ଼ ଅନନ୍ତ ନାୟକ, ଅଲେଖ ନାୟକ, ସଦନ ଗୌଡ଼, ତରୁଣ ଚଲାଣ ଜଗଦିଶ ବିଷୋୟୀ, ଈଶ୍ୱର ବିଷୋୟୀ, ଦେବ ବିଷୋୟୀ, ତରୁଣ ଗୌଡ଼, ବଳି ଗୌଡ଼, ଭଗବାନ ବିଷୋୟୀ, ଅର୍ଜୁନ ବିଷୋୟୀ ଖଗପତି ବିଷୋୟୀ ଚନ୍ଦ୍ର ଜାନି, ଡମ୍ବରୁ ଗୌଡ଼, ପଙ୍କଜ ବିଷୋୟୀ,ରାଜେଶ ବିଷୋୟୀ ଦେବେନ୍ଦ୍ର ବିଷୋୟୀ, ତୁଳା ଜାନି, ଗିରିଧର ବିଷୋୟୀ ବନମାଳୀ ଗୌଡ଼, ପିଙ୍କୁ ପାଇକ, ପୁରନ ପାଇକ ପଦ୍ମ ଗୌଡ଼, ଲଷ୍ମୀପ୍ରିୟାଲକ୍ଷ୍ମଣ ଗୌଡ଼ ଓ ଗଣପତି ଗୌଡ଼ ପ୍ରଭୁତି ତଦାରଖା କରୁଛନ୍ତି ଏଥି ସହିତ ଅନ୍ୟ ଦଶ ଗୋଟି ଗ୍ରାମ ଅମଲାଭଟା, ଗୁମିଦୋରା,ବଗନାଗୁଡା, ମାଝୀଗୁଡା, ମହେନ୍ଦ୍ରି, ଭୀମଗୁଡା, ଛଟାଗୁଡା, ଗଣ୍ଡଭଟା, ମରେଈ ଓ ଖୁଟୁଗୁଡା ପ୍ରଭୁତି ଗ୍ରାମକୁ ନାମଯଜ୍ଞ ପାଇଁ ନିମନ୍ତ୍ରଣ କରାଯାଇଛି ଓ ତିନି ହଜାର ଲୋକଙ୍କ ପାଇଁ ସାକାହାରୀ ଅର୍ଣ୍ଣ ପ୍ରସାଦ ଵେବସ୍ତା କରାଯାଇଛି

