ପାପଡାହାଣ୍ଡି ତା 21.6.26,(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ଠାରେ ଆନ୍ତଜାତୀୟ ଯୋଗ ଦିବସ ପାଳନ କରାଯାଇଛି ଏହି ଅବସରରେ ଯୋଗ ଗୁରୁ ଶଙ୍କର ଲାଲ ଅଗ୍ରଵାଲ, ପୂର୍ଣଚନ୍ଦ୍ର ଗୁଆ (ଶିଶୁ ମନ୍ଦିର ପ୍ରଧାନ ଗୁରୁଜୀ ), ସୁବାଷ ଚନ୍ଦ୍ର ମାଣ୍ଡଇ (ସ୍ୱାସ୍ଥ୍ୟ କର୍ମୀ ମୈଦଳପୁର )ଏହି ତିନି ଗୁରୁ ଯୋଗ ଶିକ୍ଷା ଦେଇଥିଲେ. ଏହି ଯୋଗ ଶିବିରରେ ଗୋଷ୍ଠୀ ଉର୍ନୟନ ଅଧିକାରୀ କପିଲଦେବ ସାହୁ, ଉପାଧ୍ୟକ୍ଷ ସ୍ୱତନ୍ତ୍ର ଉର୍ନୟନ ପରିଷଦ ନବରଙ୍ଗପୁର ଲିଙ୍ଗରାଜ ଭତ୍ରା, ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ, ଶିକ୍ଷାମନ୍ତ୍ରୀ ପ୍ରତିନିଧି ହରିମୋହନ ଶର୍ମା, ପାପଡାହାଣ୍ଡି ମଣ୍ଡଳ ସଭାପତି ମନୋଜ ଅଗ୍ରଵାଲ,ବି ଏଲ ସି. ସନ୍ଧରାଣୀ ବିଷୋୟୀ, ବି ଏସ ଏସ ଓ ସୁବ୍ରତ କିସାନ, ଡ଼ବ୍ଲୁ ଇ ଓ ଦେବବ୍ରତ ପରିଡା ଯେ ଇ ବାପୁଜୀ ନାୟକ,ଶତପାଲ ଚୌଧୁରୀ, ଜିତେନ୍ଦ୍ର ଗୌଡ଼, ପ୍ରଶାନ୍ତ ପାଣିଗ୍ରାହୀ, ଦୀନବନ୍ଧୁ ବିଷୋୟୀ, ତ୍ରିନାଥ ଅମନାତ୍ୟ, ସ୍କୁଲ ପିଲା ଓ ଅନ୍ୟ ମାନେ ଯୋଗ ଦେଇଥିଲେ

