ପାପଡାହାଣ୍ଡି ତା 25.6.26,(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ନୀଳକଣ୍ଠେଶ୍ଵର ଶିବ ମନ୍ଦିର ଠାରୁ ବ୍ଲକ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.ଏହି କାର୍ଯ୍ୟକ୍ରମ କୁ ଶ୍ରୀ ଶୁଶାନ୍ତ କୁମାର ବେହେରା ଉଦଘାଟନ କରିଥିଲେ. ଏହି କାର୍ଯ୍ୟକ୍ରମ କୁ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ବାଲକଦାସ ରନ୍ଧାରୀ, ଗ୍ରାମ ପଂଚାୟତ ଅଧିକାରୀଶ୍ରୀ କମଳେନ୍ଦୁ ଦାସ, ବି ଏସ ଏସ ଓଶ୍ରୀ ସୁବ୍ରତ କିସାନ, ଡବ୍ଲୁ ଇ ଓ ଶ୍ରୀ ସତ୍ୟବ୍ରତ ପରିଡା, ଏସ ବି ଏମ ମାଷ୍ଟର ଟ୍ରେନର ଶେଖର ଖଣ୍ଡପାଣି, ଡାଳିମ୍ବ ଦେଇ କଲେଜ ରୁ ପିଣ୍ଟୁ ସୁନା ଦାୟିତ୍ୱ କଲେଜ ର ଛାତ୍ର ମାନେ ଓ ସି ଆର ସି ସି ବାବୁଲାଲ ହରିଜନ ମନ୍ଦିର ରୁ ରାସ୍ତା ର ଉଭୟ ପାର୍ଶ୍ୱ ସଫା କରି ବ୍ଲକ ଅଫିସ ରେ ପହଂଚି ଥିଲେ. ବ୍ଲକ ଅଫିସ ରେ ଗୋଷ୍ଠୀ ଉର୍ନୟନ ଅଧିକାରୀଶ୍ରୀ କପିଲଦେବ ସାହୁ, ଏ ଇ ଇ ଶ୍ରୀ ଅଭିମନ୍ୟୁ ବେହେରା,, ଜେ ଇ ଶ୍ରୀ ବିପିନି ତ୍ରିପାଠୀ,ଜେ ଇ ଶ୍ରୀ ବାପୁଜି ନାୟକ, ଜେ ଇ ଶ୍ରୀ ସାହୁ ବାବୁ,ଗିରିଶି ଦଳେଇ ପେସା କୋଡିନେଟର ), ଅଙ୍ଗନବାଡି କର୍ମୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ସଫେଇ କାର୍ଯ୍ୟକ୍ରମ ରେ ଭାଗ ନେଇ ଥିଲେ ଏଥିରେ ଗ୍ରାମ ବସି ଓ ବି ଜେ ପି କର୍ମୀ ମାନେ ମଧ୍ୟ ଭାଗ ନେଇଥିଲେ ଏଥିରେ ବିଦୂତ ବିଭାଗ ଏକ ଷ୍ଟାଲ, ଶିକ୍ଷା ବିଭାଗ ଷ୍ଟାଲ, ଅଙ୍ଗନବାଡି ର ଏକ ଷ୍ଟାଲ ଅନ୍ତରଦୟ ଗୃହ ଯୋଜନା ଷ୍ଟାଲ ପ୍ରଦଷିତ ହୋଇଥିଲା ପୋଲିସ ବିଭାଗ ପକ୍ଷରୁ ପୂର୍ଣ୍ଣ ସହଯୋଗ କରିଥିଲେ ପ୍ରାୟ,ବ୍ଲକ ତରଫରୁ ପାଞ୍ଚ ଶହ ଲୋକଙ୍କୁ ଖାଇବା ଵେବସ୍ତା ହୋଇଥିଲା

