ରାଉରକେଲା:20//7,(ଉତ୍କଳ ସମାଚାର)ଆଜି ତା ରିଖରେ,ରାଉରକେଲା ସରକାରୀ ଡାକ୍ତର ଖାନାରେ ରୋଗୀ ମାନଙ୍କର ରକ୍ତ ଅଭାବକୁ ଗୁରୁତର ସହିତ ବିଚାର କରି,ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନିର୍ଦେଶ ଅନୁସାରେ,ବିଗତ କ୍ରମାଗତ ରବିବାର ଗୁଡିକରେ ବିଜୁ ଛାତ୍ର,ଯୁବ ଓ ମହିଳା ମାନେ ରକ୍ତ ଦାନ ରିଆସୁଛନ୍ତି,ଏହି ମହତ କାର୍ଯ୍ୟକ୍ରମକୁ ଆଗକୁ ନେଇ ଯୁବ ନେତା ପିଙ୍କୁ ଜୟସ୍ଵ।ଳଙ୍କ ନେତୃତ୍ବରେ ୧୯/୦୭ ରବି ବାରରେ ପଞ୍ଚମ ଥର ପାଇଁ ,ବନ୍ଧମୁଣ୍ଡା, ସ୍ଥିତ ସହିଦ ଭଗତ ସିଂହ କ୍ଲବ ଠାରେ ରାଉରକେଲା ବିଜୁ ଛାତ୍ର,ଯୁବ ଜନତା ଦଳ ତରଫରୁ ରକ୍ତ ଦାନ ଶିବିର ଅନୁସ୍ଥିତ ହୋଇଯାଇଛି । କାର୍ଜ୍ୟକ୍ରମରେ ୨୦ ୟୁନିଟ ରକ୍ତ ସଂଗ୍ରହ କରଯାଇଥିଲା,ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ ନିଜେ ଉପସ୍ଥିତ ରହି ରକ୍ତ ଦାନ କରିଥିବା ଯୁବକ ଓ ଯୁବତୀ ମାନଙ୍କୁ ଧନ୍ୟବାଦ ଦେବସହିତ ଉଚ୍ଛାହୀତ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ବିରେନ ସେନାପତି,ଆକାଶ ଏକ୍କା,ରିସବ ଘୋଷ,ଚୂଡାମଣି ତନ୍ତି,ସେରୁ ସର୍ମା,ଅଭିନାଶ ଦବ,ଯୋନ ଭେଙ୍ଗରା,ସଂଜୀବରାଉତରାୟ,ଚନ୍ଦନ ତରାଇ,ପଦ୍ମା ରାଓ,ବୁଜି ରାଓ,ଲକ୍ଷ୍ମୀ ମହାନ୍ତି,ପି॰ଅନୁରାଧା,ସୁପ୍ରିୟାତନ୍ତି,ସ୍ଵପ୍ନା ରାଉତରାୟ ପ୍ରମୁଖ କାର୍ଜ୍ୟକ୍ରମକୁ ସଫଳ କରିଥିଲେ

