ପାପଡାହାଣ୍ଡି ତା 23.7.26:(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ସଭାଗୃହ ଠାରେ ଭତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ରେ ପାପଡାହାଣ୍ଡି ଅଧ୍ୟକ୍ଷ୍ୟା ଶ୍ରୀମତୀ ହେମଲତାମାଝୀଙ୍କ ସଭାପତିତ୍ବ ରେ ଭତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ସଂମାନୀୟ ଅତିଥି ଭାବେ ଉପାଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ବେହେରା. ବି ଏସ ଏସ ଓ ଶ୍ରୀ ସୁବ୍ରତ କିସାନ ଓ ଈଶ୍ୱର ବିଷୋୟୀ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ ରେ ମୋଟ 52ଜଣ ହିତାଧିକାରୀ ଙ୍କୁ ମଧୁବାବୁ ବାର୍ଦ୍ଧକ୍ୟ ଭତା, ବିଧବା ଭତା, ଭିନ୍ନକ୍ଷମ ଭତା ଓ ଜଣେ ଭିନ୍ନକ୍ଷମ ଝିଅ କୁ ହୁଇଲ ଚେର ବଣ୍ଟନ କରାଗଲା

