ପାପଡାହାଣ୍ଡି ତା 12.8.26,(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ବ୍ଲକ ସଭାଗୃହ ଠାରେ ତ୍ରିରଙ୍ଗା ରାଲି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକ ରେ ପାପଡାହାଣ୍ଡି ଗୋଷ୍ଠୀ ଉର୍ନୟନ ଅଧିକାରୀଶ୍ରୀ କପିଲଦେବ ସାହୁ ଙ୍କ ଅଧକ୍ଷତା ରେ ବ୍ଲକ ପରିସର ସଭାଗୃହ ଠାରେ ସଭା ଅନୁଷ୍ଠିତ ହୋଇଥିଲା. ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧିଶ୍ରୀ ସୋମନାଥ ପୂଜାରୀ. ଜି ପି ଓଶ୍ରୀ କମଳେନ୍ଦୁ ଦାସ,ବି ଏସ ଏସ ଓଶ୍ରୀ ସୁବ୍ରତ କିସାନ, ଡବ୍ଲୁ ଇ ଓ ଶ୍ରୀ ଦେବବ୍ରତ ପରିଡା., ଏ ବି ଓଶ୍ରୀ ବାଲକ ଦାସ ରନ୍ଧାରୀ, ଏ ପି ଓ ଶ୍ରୀମତୀ ଉମା ମହେଶ୍ୱର, ପେସା କୋଡିନେଟର ଶ୍ରୀ ଗିରିଶ ପ୍ରସାଦ ଦଳେଇ, ବିପି ଏମ ଶ୍ରୀ ସୁଧାଂଶୁ ଶେଖର ବିଶ୍ୱାଳ, ଏଲ ବି ଏଚ ଏସ ର ପ୍ରଧାନ ଶିକ୍ଷୟତ୍ରୀଶ୍ରୀମତୀ ଭାରତୀ ବିଷୋୟୀ, ଓ ଏ ଭି ର ପି ଟି ଶିକ୍ଷକ ଶ୍ରୀ ଦେବ ବନ୍ଧୁ ଦେବ ଦାସ ଜେନା, ପି ଏଲ ଭି ମେମ୍ବର ଶ୍ରୀ ରାଜ କିଶୋର ରାଓ, ଶ୍ରୀ ଶଙ୍କର ଜୈନ, ଶ୍ରୀ ତ୍ରିନାଥ ଅମନାତ୍ୟ, ଏସ ବି ଏମ ମାଷ୍ଟର ଟ୍ରେନର ଶ୍ରୀ ଶେଖର ଖଣ୍ଡପାଣି ଓ ଶିକ୍ଷକ ଉପସ୍ଥିତ ଥିଲେ ଏହି ବୈଠକ ରେ ସମସ୍ତିଙ୍କ ସହମତି କଥା ଦେଲେ 350ଜଣ ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ. ସମସ୍ତ ବ୍ଲକ ଷ୍ଟାଫ ଓ ପିଲା ମାନେ ଅଗଷ୍ଟ 14ତାରିଖ ଦିନ ସକାଳ 8ଘଣ୍ଟା ରେ ଉପସ୍ଥିତ ରହି ତ୍ରିରଙ୍ଗା ରାଲି ବାହାର କରିବେ, ଏହି ତ୍ରିରଙ୍ଗା ରାଲି ନୀଳକଣ୍ଠ ଶ୍ୱର ମନ୍ଦିର ରୁ ବାହାରି ସହିଦ ମିନାର ପଯ୍ୟନ୍ତ ଯିବାକୁ ସ୍ଥିର କରାଗଲା

