ନବରଙ୍ଗପୁର:23//9,(ଉତ୍କଳ ସମାଚାର)ରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲାନବରଙ୍ଗପୁର, ୨୩/୦୯: ଶିକ୍ଷକ ପଦୋନ୍ନତି ସମ୍ପର୍କିତ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ଶିକ୍ଷକମହଲରେ ପଦୋନ୍ନତି ପ୍ରକ୍ରିୟାକୁ ନେଇ ଆଶା ସୃଷ୍ଟି ହୋଇଛି। ଅଦାଲତଙ୍କ ନିର୍ଦ୍ଦେଶକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅନୁପାଳନ କରିବା ନେଇ ଖବର ପ୍ରକାଶ ପାଇଛି।ନବରଙ୍ଗପୁର ଜିଲ୍ଲାରେ ମଧ୍ୟ Level-III, Level-IV ଓ ଅନ୍ୟାନ୍ୟ ପଦୋନ୍ନତି ପ୍ରକ୍ରିୟା, Gradation List ଏବଂ ଯୋଗ୍ୟ ଶିକ୍ଷକଙ୍କ ନାମ ଅନ୍ତର୍ଭୁକ୍ତି ନେଇ ଶିକ୍ଷକମାନଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ିଛି।ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାରେ ପଦୋନ୍ନତି ପ୍ରକ୍ରିୟାରେ ଯୋଗ୍ୟ ଶିକ୍ଷକଙ୍କ Gradation List, Vacancy Position, Seniority, Promotion Proceedings ଓ Court Direction ଅନୁପାଳନ ସମ୍ପର୍କିତ ରେକର୍ଡ ସ୍ପଷ୍ଟ କରିବାକୁ ଦାବି ଉଠିଛି।ଶିକ୍ଷକମାନଙ୍କ ମୁଖ୍ୟ ଦାବି:ପ୍ରକାଶିତ Gradation Listରେ ନାମର ସଠିକତା ଯାଞ୍ଚବାକିଥିବା ପଦୋନ୍ନତି ପଦ/ଖାଲି ପଦ ସ୍ପଷ୍ଟ କରିବାଯୋଗ୍ୟତା ଓ Seniority ଅନୁସାରେ ବିଚାରPromotion Proceedingsର ପ୍ରମାଣିତ ନକଲ ଉପଲବ୍ଧ କରାଇବାହାଇକୋର୍ଟ ନିର୍ଦ୍ଦେଶ ଲାଗୁ ହେଉଥିଲେ ତାହାର ଜିଲ୍ଲାସ୍ତରୀୟ ଅନୁପାଳନ ସ୍ପଷ୍ଟ କରିବା

