ମହାନଗରମୁଖ୍ୟ ଖବରରାଜ୍ୟ

କେନ୍ଦୁଝର ଜିଲ୍ଲାର ଅନ୍ୟତମ ଶିକ୍ଷାନୁଷ୍ଠାନ ସିଟିଜି ର ତେଇଶିତମ ପ୍ରତିଷ୍ଠା ଦିବସ ଅନୁଷ୍ଠାନ

କେନ୍ଦୁଝର,୯/୧ (ଉତ୍କଳ ସମାଚାର): ଜିଲ୍ଲାର ଅନ୍ୟତମ ଶିକ୍ଷାନୁଷ୍ଠାନ ସିଟିଜି ର ତେଇଶିତମ ପ୍ରତିଷ୍ଠା ଦିବସ ଅନୁଷ୍ଠାନ ପରିସରରେ ଚେୟାରମ୍ୟାନ ଡକ୍ଟର ରାଜେନ୍ଦ୍ର ପଲେଇ ଙ୍କ ଅଧ୍ୟକ୍ଷତା ରେ ପାଳିତ ହୋଇଯାଇଛି,କେନ୍ଦୁଝର ପୌରାଧ୍ୟକ୍ଷ ନିକୁ ସାହୁ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଶତାବ୍ଦୀ ନିର୍ଦେଶକ ସଂଗ୍ରାମ ଦାସ, ରୋଟାରୀ ଡିସଟ୍ରିକ୍ଟ ଗଭର୍ଣ୍ଣର 2025-26 ମନୋଜ ତ୍ରିପାଠୀ ଅତିଥିଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ, ଇଣ୍ଟରଭିଉ ଟାଇମ୍ସ ର ପ୍ରତିଷ୍ଠାତା ଦିବ୍ୟ ଜ୍ୟୋତି ସାହୁ ଙ୍କୁ ସିଟିଜି ପ୍ରତିଭା ସମ୍ମାନ,ଦିବ୍ୟ ରଞ୍ଜନ ଦ୍ବିବେଦୀ ଙ୍କୁ ସିଟିଜି ରତ୍ନ ସମ୍ମାନ ରେ ସମ୍ମାନିତ କରାଯାଇଥିଲା, କଲେଜ ଅଧ୍ୟକ୍ଷ ମାନସ ରଞ୍ଜନ ମହାପାତ୍ର ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପକ ଶଶିକାନ୍ତ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ, ଛାତ୍ର ଛାତ୍ରୀ ମାନେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ

Leave a Reply

Your email address will not be published. Required fields are marked *