Uncategorized

ଆନନ୍ଦ ଉଲ୍ଲାସ ମଧ୍ୟରେ ୧୦ମ ଦୋଳ ଉତ୍ସବ ସଂପନ୍ନ

ରାଉରକେଲା, ୨୮/୩ (ଉତ୍କଳ ସମାଚାର): କେନ୍ଦ୍ରୀୟ ଦୋଳ ମେଲଣ ସମିତି ଦ୍ୱାରା ଆୟୋଜିତ ଚଳିତ ବର୍ଷର ଦୋଳ ଉତ୍ସବ ଆନନ୍ଦ ଓ ଉଲ୍ଲାସ ମ୍ମରେ ସଂପର୍ଣ୍ଣ ହୋଇଛି । ସେକ୍ଟର-୭ ଦୂର୍ଗା ପୂଜା ପଡିଆରେ ଆୟୋଜିତଓଡିଶାରଏହି ପାରଂପାରିକ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ମନ୍ଦିରର ୩୨ ଟିରାଧାକୃଷ୍ଣଙ୍କ ଦୋଳବିମାନ ଯୋଗ ଦେଇଥିଲେ । ସଂ୍ମା ୫ ଘଟିକାସମୟରେ ସେକ୍ଟର-୧୫ ରାଧାକୃଷ୍ଣ ମନ୍ଦିରର ଥାନାଧିପତିସୁସଜ୍ଜିତବିମାନରେ ସେକ୍ଟଗ୍ଦର-୭ ଦୂର୍ଗା ପୂଜା ପଡିଆରେ ପହିଂଚିଥିଲା । ବାଜା,ବାଣ, ଶଂଖ, ଘଂଟା ଓ ହୁଳହୁଳିମ୍ମରେଉକ୍ତ ଅଂଚଳରେ ଏକ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା । ସଂ୍ମା ୬ରୁ ରାତି ୯ ମ୍ମରେବିଭିନ୍ନ ଅଂଚଳରୁ ସୁସଜ୍ଜିତବିମାନ ଗୁଡିକ ପଡିଆ ଭିତରେ ପ୍ରବେଶକ ରିଥିଲେ । ଦୋଳମେଲଣସମିତିର ଅ୍ମକ୍ଷ ହରିହର ରାଉରତ ରାୟ, ସଭାପତି ବିରାଜ ମୋହନ ବିଶ୍ୱାଳ,ମୁଖ୍ୟ ଉପଦେଷଷ୍ଠା ଇଂଉତମ କୁମାର ସାମଲ,ଡା.ମାନସୀଜେନା, ପ୍ରତିଷ୍ଠାତା ସଦସ୍ୟ ବିଷ୍ଣୁ ଚରଣବିଶ୍ୱାଳ, ସୁଶାନ୍ତ କୁମାର ପ୍ରଧାନ, ଈଶ୍ୱରଭଂଜ, ପର୍ଶୁରାମ ପୋଥାଳ, କାର୍ଯ୍ୟକାରୀ ସଭାପତି ଜୟନ୍ତି ଦାସ,ଉପସଭାପତି ିକପିଳେଶ୍ୱର ମିଶ୍ର,ରାମଚନ୍ଦ୍ର ଦାସ,ସାଧାରଣସଂପାଦକ ପ୍ରଶାନ୍ତ କୁମାରସାମଲ, ସଂପାଦକ ରେଖାକୋଠାରୀ, ନରେନ ଦାସ, ପ୍ରୀୟବ୍ରତଭଂଜ, କୋଷା୍ମକ୍ଷ ଦିଲିପ ସାହୁ, ଗୁରୁଚରଣ ନନ୍ଦ, ସୁମନ ଦତ, ବିମଳ କୁମାର ବିଶିପ୍ରମୁଖ ଅଭିର ଦେଇ ସମସ୍ତବିମାନ ଗୁଡିକୁସ୍ୱାଗତକରିଥିଲେ । ହଜାରହଜାରଭକ୍ତ ଓ ଦେଖଣାହାରୀ ବିଭିନ୍ନ ଷ୍ଟଲ ବୁଲି ରାଧାକୃଷ୍ଣଙ୍କ ଯୁଗଳମୂର୍ତୀକୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ । କାର୍ଯ୍ୟକ୍ରମରେ ପୁର୍ବତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାୟ, ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ, ପୁର୍ବତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ, ଅର୍ବାନ ବ୍ୟାଙ୍କର ସଭାପତି ଦିଲିପ ମହାପାତ୍ର,ରାଜନେତା ପ୍ରଫୁଲ ସୁନ୍ୟାନୀ, ଧୀରେନ ସେନାପତି, ଆରଏସଏସ ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ବେହେରା, ବି.ଏନ.ଦାସ,ସୁରେଶ ପ୍ରଧାନ ପ୍ରମୁଖ ଅତିଥି ଭାବେ ବିଭିନ୍ନ ମନ୍ଦିରରୁ ଆସିଥିବାରାଧାକୃଷ୍ଣଙ୍କ ଯୁଗଳମୂର୍ତୀ ଦର୍ଶନ କରିଥିଲେ । ଏହି ପରିପେକ୍ଷୀରେ ଅତିଥି ମାନେ ଦୋଳ ମେଲଣ ସମିତିର ଏଭଳି କାର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହ ଏହା ଓଡିଶାର ପ୍ରାୟ ଶ୍ରେଷ୍ଠ କାର୍ଯ୍ୟକ୍ରମ କହିଲେ ଉତ୍ୟୁକ୍ତି ହେବ ନାହିଁ ବୋଲି କହିଥିଲୋ କେନ୍ଦ୍ରୀୟ ଦୋଳମେଲଣ ସମିତି ଦ୍ୱାରା ପ୍ରସ୍ତୁତ ସ୍ମରଣୀକା ପରଂପରାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ସାମଲ ସମସ୍ତ କାର୍ଯ୍ୟ ତଦାରଖା କରିଥିଲେ । ଉପସଭାପତି କମଳାକାନ୍ତ ସାମଲ, କେଦାର ଦାସ, ରଜନିକାନ୍ତ ଲେଙ୍କା, ରଂଜନ ନାୟକ, ଦିପ୍ତୀରଂଜନ ବାରିକ,ଯୁଗ୍ମ-ସଂପାଦକ ପ୍ରଦୋଷ କୁମାରସାହୁ, ସଂପାଦକ ପରିକ୍ଷୀତ ମହାରଣା, ପ୍ରଦୀପ କୁମାର ମହାପାତ୍ର, ସଂଜୀବସାନ ସ୍ୱାଇଁ, ରାଜେଶ କୁମାର ନାୟକ,ହେମନ୍ତ ବିଶ୍ୱାଳ, ପୁର୍ବତନ କୋଷା୍ମକ୍ଷ ପ୍ରଦିପ କୁମାର ପଟ୍ଟନାୟକ, ପ୍ରମୋଦ କୁମାର ପ୍ରଧାନ, ପୁରୁଷୋତମ ବେହେରା,ଆଜୀବାନ ସଦସ୍ୟ ରବିନ୍ଦ୍ର ନାଥ ମଲ୍ଲିକ,ପ୍ରମୋଦ କୁମାର ବେହେରା, ସୀମାଂଚଳ ଖଣ୍ଡୁଆଳ, ସଲିଳସାହୁ, ଅମୂଲ୍ୟ ବିଷୋୟୀ, ପ୍ରତାପ ସ୍ୱାଇଁ, ଅନନ୍ତ ସାମଲ, ଯଚିନ୍ଦ୍ର ପାଣି, ନାରାୟଣସାମଲ, ସୈାଦାମିନୀ ସାହୁ, ବିଷ୍ଣୁପ୍ରୀୟା ନାୟକ,ସୁଭଦ୍ରା ପ୍ରଧାନ,ନିଲୁବାରିକ, ବିଜୟକ ୁମାର ଶର୍ମା, ପ୍ରମୁଖ ନିଜ ନିଜକାର୍ଯ୍ୟ ନିଷ୍ଠାରସହ ନିର୍ବାହକରିଥିଲେ । ଥାନପତିଙ୍କମୁଖ୍ୟ ପୂଜକବିଜୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *