ସମ୍ବଲପୁର,୧୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ୍ର ଗୋଶାଳା ଛକରେ ମା’ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଆଜି ପୂଜାର ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି। ପଣ୍ଡିତ ଅସୀମା ଷଡ଼ଙ୍ଗୀଙ୍କ ପୌରୋହିତ୍ୟରେ ଏହି ଧାର୍ମିକ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।ଏହି ଅବସରରେ କର୍ତ୍ତା ପ୍ରଶାନ୍ତ ସିଂ, କମିଟି ସଭାପତି ସରୋଜ ପାଣି, ସୁରୁବାବୁ ରାଉତ, ଜିତୁ ନନ୍ଦ, ଭଗବାନ ପ୍ରଧାନ, ଟିକଳୁ ବେହେରା, ସୁରୁମାଲୁ ମିସ୍ତ୍ରୀ, ଅକ୍ଷୟ ସ୍ୱାଇଁ, ପ୍ରଦୀପ ଦାସ, ଚନ୍ଦ୍ର କଲଶା, ପିଙ୍କୁ ସିଂ, ବିଷ୍ଣୁ ଅଗ୍ରୱାଲ, ଆକାଶ ହାତୀ ଓ ବିଶାଳ ମେହେରଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ

