ରାଉରକେଲା,16//12,(ଉତ୍କଳ ସମାଚାର)(ଆପ୍ର): ମାନୁଆଲ ଟ୍ରେଡମିଲ ମେସିନରେ ୧୩୦ ୧୫ ପର୍ଯ୍ୟନ୍ତ ୪୮ଘଣ୍ଟା ବାଲିବା ସହ ୨୦୦ କିମିରୁ ଅଧିକ ଦୂରତା ଅତିକ୍ରମ କରି ଆଉ ଏକ ଗିନିଜ ବ୍ଲକ୍ ଅଫ ରେକର୍ଡସର ଅଧିକାରୀ ପାଇଁ ସମୟ ଅବଧୂ ପୂଣ୍ଡାଙ୍ଗ କରିଛନ୍ତି ରାଉରକେଲାର ସୁମିତ ସିଂହ ଆରଏସପି ସହଯୋଗରେ ସିଭିକ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ୧୩ ସନ୍ଧ୍ୟାରେ ଆରମ୍ଭ ହୋଇ ସୋମବାର ଶେଷ ହୋଇଥିଲା । ନିର୍ଦ୍ଧାରିତ ୪୮ଘଣ୍ଟା ସେ ସମ୍ପୂର୍ଣ କରିବା ସହ ଏହି ସମଯରେ ୨୦୧ ୫ କିମି ଅତିକ୍ରମ କରିଥିଲେ। ପରିବାର ଲୋକଙ୍କ ସହ ବିଭିନ୍ନ କ୍ରୀଡ଼ା ସଙ୍ଗଠନ ତାଙ୍କୁ ଉପାହିତ କରିଥିଲେ। ସୋମବାର ସନ୍ଧ୍ୟା ୫ଟାରେ ସୁମିତ ଏହି ଲକ୍ଷ୍ୟ ପୂରଣ କରିବା ପରେ ବିଧାୟକ ସାରଦା ପ୍ରସାଦ ନାୟକ, ଉପାଧ୍ଯକ୍ଷା ପ୍ରଭାତି ମିଶ୍ର, ଡକ୍ଟର ପ୍ରତିଜ୍ଞା ପଲାଇ,ପାଲ ଚୌଧରୀ, ଆରଏସପିର ଗୀତାରାଣୀ, ବନ୍ଦନା ସିଂହ, ନବନାଡା ମହାପ୍ରବନ୍ଧକ ଏସ.ବଡ଼ପଣ୍ଡା, ଆରଏସପି କ୍ରୀଡ଼ା ଅଧ୍ବକାରୀ ରଘୁନନନ୍ଦନ ପାଢି ସୁମିତଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆଲଏସପିର ହାଫ୍ ମାରାଞ୍ଚଳକୁ ଦୃଷ୍ଟିରେ ରଖ୍ ସୁମିତଙ୍କୁ ଆର୍ଏସପି ପକ୍ଷରୁ ଉତ୍ସାହିତ କରା ଯାଇଥିଲା। ପରେ ସୁମିତଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆଇଜିଏଚକୁ ନିଆ ଯାଇଥିଲା। ସୂଚନାଯୋଗ୍ୟ; ପୂର୍ବରୁ ସୁମିତ ମାନୁଆଲ ଟ୍ରେଡ୍ମିଲ ମେସିନରେ ୧୨ଘଣ୍ଟା ଚାଲି ଗିନିଜ ବୁକ୍ ଅଫ ୱର୍ଲକ ରେକର୍ଡସ୍ରେ ସ୍ଥାନ ପାଇଥିଲେ । ନିଜ ରେକର୍ଡକୁ ଭାଙ୍ଗିବା ପାଇଁ ଏହି ସମୟ ଅବଧୂ ପୂର୍ଣାଙ୍ଗ ପରେ ସମ୍ପୃକ୍ତ ସଂସ୍ଥାକୁ ଭିଡିଓ ପଠାଇନା ପରେ ଏ ନେଇ ଘୋଷଣା ଆସିବ। ବିବଦ୍ଧ ଘୋଷଣା ବାକି ରହିଥିବା ବେଳେ ସେ ୨ୟ ଗିନିଜ ବୁକ୍ ଅଫ ୱର୍ଗତ ଚÝହେଉଛି । ଏଭଳି ସଫଳତା ନେଇ ରେକର୍ଡସ୍ରେ ସ୍ଥାନ ପକ୍କା କରି ସାରିଥିବା ସୁମିତ ସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରଥମେ ସେ ଯେତେବେଳେ ୪୮ ଘଣ୍ଟା କଥା କହିଥିଲେ, ସେତେବେଳେ ଅନେକ ତାଙ୍କୁ ପାଗଳାମି ବୋଲି କହୁଥିଲେ। ତେବେ ତାଙ୍କର ମାନସିକ ଦୃଢତା ଓNEE ପରିବାରର ପ୍ରୋତ୍ସାହନ ତାଙ୍କୁ ଏହି ସଫଳତା ପାଇଁ ବାଟ ସୃଷ୍ଟି କରିଥିଲା। is ମେସିନରେ ୧ ଘଣ୍ଟାରେ ମିଳୁଥିବା ୫ ମିନିଟରେ ସେ ଖାଇବା ସହ ଅନ୍ୟ କାର୍ଯ୍ୟ କରୁଥିଲେ । ଗିନିଜ ବୁକ୍ ଅଫ ୱର୍ଲଡ ରେକଡିସ ପାଇଁ ସମସ୍ତ ପ୍ରୋଟୋକଲକୁ ସେ ଅନୁସରଣ କରିଛନ୍ତି । ରାଉରକେଲାରେ ଥିବା ଏକମାତ୍ର ମାନୁଆଲ ଟ୍ରେଡ୍ ମିଲ୍ ମେସିନକୁ ଭଡ଼ାରେ ଆଣି ସେ ପ୍ରତିଯୋଗିତାରେ ଅବତୀର୍ଥ ହୋଇଥିଲେ । କୌଣସି ବିଧାବଦ୍ଧ ତାଲିମ ଏ ସମ୍ପର୍କରେ ନେଇ ନ

