ପାପଡାହାଣ୍ଡି -8:2:26- (ଉତ୍କଳ ସମାଚାର)ପାପଡାହାଣ୍ଡି ପୋଲିସ ଥାନା ଠାରେ ଆଜି 12 ଜଣ ବରିଷ୍ଠ ନାଗରିକ ଙ୍କୁ ସେମାନଙ୍କ ପରିଚୟ ପତ୍ର ପ୍ରଦାନ କରାଯାଇଛି ଏହି ସମୟରେ ପାପଡାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ, ଏସ ଆଇ ଉମାକାନ୍ତ ଶବର, ଏ ଏସ ଆଇ ଶରତ ଚନ୍ଦ୍ର କୂଟ୍ରୁକା, ପିଏଲଭି ସଭ୍ୟ ରାଜକିଶୋର ରାଓ, ଗୃହରକ୍ଷୀ କର୍ଣ୍ଣ ନାୟକ ଉପସ୍ଥିତ ରହିଥିଲେ, ଆଜି ବରିଷ୍ଠ ନାଗରିକ ବଂଶୀଧର ମହାପାତ୍ର, ଇଶ୍ୱର ପଟ୍ଟନାୟକ, ନାରାୟଣ ଚନ୍ଦ୍ର ଗୁରୁ, ବାସୁଦେବ ନାୟକ,ଇବ୍ରାହିମ ଖାନ, ହରିଶ ଚନ୍ଦ୍ର ଅଗ୍ରୱାଲ, ସୁରେଶ ଚନ୍ଦ୍ର ମିଶ୍ର, ମଧୁସୂଦନ ପିଲାଈ,ୟୁ. କାମେଶ୍ୱର ଦୋରା,ଶ୍ୟାମଘନ ନାୟକ, ଭି. ମୋହନ ରାଓ,ସୁବାସ ଚନ୍ଦ୍ର ଚର୍ଚ୍ଚି ପ୍ରମୁଖଙ୍କୁ ସେମାନଙ୍କ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା l

