ପାପଡାହାଣ୍ଡି ତା 21.3.2026:(ଉତ୍କଳ ସମାଚାର)ରିଖ ଠାରୁ 22.3.2026ପର୍ଯ୍ୟନ୍ତ ଛୋଟା ଗୁଡାମୈଦଳପୁର ଠାରେଅଷ୍ଟପ୍ରହରୀ ନାମଯଜ୍ଞଅନୁଷ୍ଠିତ ହୋଇଯାଇଛି ଏହି ନାମ ଯଜ୍ଞ ରେ ଗୁରୁ ଶ୍ରୀ ସତ୍ୟନାରାୟଣ ତରାସ୍ୟା, ଅରୁଣ ଦଳପତି, ହରେନ ନାୟକ, ଡମ୍ବରୁ ଦଳପତି, ବଳରାମ ଦଳପତି, ମହେଶ୍ୱର ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ରାହୁଲ ପାତ୍ର, ସଦାଶିବ ପାତ୍ର, ଗୌର ଦଳପତି, ଅର୍ଜୁନ ପୂଜାରୀ, ନିର୍ମଳ ଦଳପତି, ନିର ମାଝୀ, ଗୋପୀ ଦଳପତି, ପ୍ରସାଦ ପାଇକ ଓ ମୁଖ୍ୟ ସହଯୋଗୀ ମେରେଇ ଶ୍ରୀ ତ୍ରିନାଥ ଶଙ୍କିତର୍ଣ ମଣ୍ଡଳୀ ଓ ଜେମା ପାତ୍ର ଏହା ସହିତ ଛୋଟା ଗୁଡା, ବାଗନାଗୁଡ଼ା ଗଣ୍ଡଭଟା, ଗୁମିଦୋରା, ଟିମନପୁର, ମହେନ୍ଦ୍ରି, ଗୋପିଗୁଡା, କଦମଗୁଡା, ମେରେଇ ଓ ଖୁଟୁଗୁଡା ପତ୍ରପୁଟ ପ୍ରଭୁତିଗ୍ରାମ ର ନାମ ସଂକୀତ୍ତନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ଭକ୍ତ ମାନଙ୍କ ପାଇଁ ଅର୍ଣ୍ଣଛତ୍ର ଖୋଲା ଯାଇଛି

