ରାଉରକେଲା ୩୦/୫,(ଉତ୍କଳ ସମାଚାର)ଆଜି ରିଖରେ,ଆମ ରାଜ୍ୟ ବିଜେଡ଼ି ସଭାପତି ତଥା ମାନ୍ୟବରଙ୍କ ରାଜ୍ୟ ବିରୋଧୀ ଦଳ ନେତା ନବୀନବାବୁ ଙ୍କ ନିର୍ଦେଶ ଅନୁଯାଇ,ରାଉରକେଲା ପ୍ରିୟ ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନେତୃତ୍ବରେ ରାଉରକେଲା ବିଜୁମହିଳା ଜନତା ଦଳ ତରଫରୁ,କେନ୍ଦ୍ର ଏବଂ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଅମଳରେ ମହିଳାମାନଙ୍କୁ ୩୩ପ୍ରତିଶତ ସଂରକ୍ଷଣ ଦେବାରେ ବିଫଳ ଏବଂନାରୀ ନିର୍ଯାତନାକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ବିଜେପି ସରକାରବିରୁଦ୍ଧରେ ଶହଶହ ମହିଳାମାନେ ସରକାରଙ୍କ ବିରୁଦ୍ଧରେ ଶ୍ରୋଗାନ ମାନ ଦେଇ ଏକ ବିରାଟ ଶୋଭାଯାତ୍ରାରେ ଉଦିତନଗର ସ୍ଥିତ ମା ସିଙ୍ଘାସିନୀ ମନ୍ଦିର ଠାରୁ ବାହାରି ଅତିତରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୋହାମହିମରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ପ୍ରଥମେ ଆମ ମଦଳର ଯୁବନେତା ଶଙ୍କରଅବୁନିଙ୍କ ନିଧନ ପାଇଂ ଦୁଇମିନିଟ ନୀରବ ପ୍ରାର୍ଥନା କରଯାଇଥିଲା । କାର୍ଜ୍ୟକ୍ରମରେ ମୁଖ୍ୟଅତିଥି ଭାବେଆମର ଗର୍ବ ତଥା ଓଡିଶାର ନାରୀଶକ୍ତିରଅଗ୍ରଦୂତ ଶ୍ରୀମତୀ ସୁଲତା ଦେଓ ମାନ୍ୟବର ରାଜ୍ୟସଭା ସାଂସଦଯୋଗଦେଇ ନିଜବକ୍ତବ୍ୟରେ,ଆଧିକ ସଂଖ୍ୟାରେ ମା ଭଉଣୀମାନେ ଯୋଗ ଦେଇଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇକହିଥିଲେଜେ ଡବଲ ଇଞ୍ଜିନ ସରକାର ମହିଳାମାନଙ୍କୁ ଅଣଦେଖା କରୁଛି, କେନ୍ଦ୍ର ସରକାର ୩୩ ପ୍ରତିଷଦ ଆରକ୍ଷଣଦେବାରେଟାଳଟୁଳ ନୀତି ଅବଲମ୍ବନ କରୁଥିବାବେଳେ,ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ ବିଫଳହୋଇଛନ୍ତି । ନବୀନ ବାବୁଙ୍କ ସରକାର ସମୟରେ ଓଡିଶାର ସାଧାରଣ ଲୋକମାନେ ଅତ୍ୟନ୍ତ ସୁଖ,ଶାନ୍ତିରେ ଜୀବନଜାପାନ କରୁଥିବାବେଳେ ଏବେ ଲୋକମାନେ ଶୁଖରୁ-ଦୁଖ, ଭଲରୁ ମନ୍ଦ,ଆଲୋକରୁ-ଅନ୍ଧାର,ବିଶେଷକରି ମା ଭଉଣୀମାନେଅନେକ ଆଶଙ୍କାରେ ଜୀବନ ଯାପନ କରୁଛନ୍ତି ।ଆଜି ରାନ୍ଧିବା ଗ୍ୟାସ ସିଲେଣ୍ଡର,ପେଟ୍ରୋଲ ଦାମ ଆକାଶ ଛୁଆଁହୋଇ ସବୁ ଜିନିଷର ଦରଦାମ ବୃଦ୍ଧିହୋଇଛି।ଏହାକଣ ଆଚ୍ଛାଦିନ ବୋଲି ପ୍ରଶ୍ନ କରିଥିଲେ । ବିଧାୟକ ସାରଦାପ୍ରସାଦ ନାଯକ ନିଜ ବକ୍ତବ୍ୟରେ,ବିଜୁ ସ୍ୱାସ୍ଥ୍ୟ କାର୍ଡ ଭଳି ପୂର୍ବସରକାର୍ଙ୍କର ଲୋକା ମୁଖୀ ଯୋଜନା ଗୁଡିକକିଛି ସମୁର୍ଣ ବନ୍ଦ ହୋଇଥିବାରୁ ଲୋକମାନେ ନହିନଥିବା ଅସୁବିଧା ଭୋଗକରୁଛନ୍ତି । ଜିଲ୍ଲାସଭାନେତ୍ରୀସନ୍ଧ୍ୟା ଲକ୍ରା,ରାଉରକେଲା ସଭାନେତ୍ରୀ ଯୋଷ୍ଣା ନାଯକ, ପୂର୍ବତନ ପୌରଧକ୍ଷା ରଶ୍ମିବାଳା ମିଶ୍ର,ଛବିମହାନ୍ତି,ଜାୟଶ୍ରୀ ପାନିଗ୍ରାହୀ,ଶୁନନ୍ଦା ସେନାପତି, ଆରତି ଚୌଧୁରୀ,ତରେଣୀ ଶେଠୀ,ପ୍ରତିଭା ଦାସ,ବୀଣାକୁଜୁର,ରୀତା ସାମଲ ବରିଷ୍ଠ ନେତା ବିରେନ ସେନାପତି,ଗଗନ ପଣ୍ଡା,ସନ୍ତୋଷ ନାଯକ,ଜୟନ୍ତ କୁମାରମିଶ୍ର,ପ୍ରଶାନ୍ତ ଶେଠୀ,ବ୍ରିଜେଶ ମହନ୍ତୋ, ପ୍ରମୁଖ ଲୋକସଭାରେଓ ବିଧାନସଭ।ରେ୩୩ ପ୍ରତୀଷଦ ମହିଳାଅରକ୍ଷଣ,ଏବଂ ରାଜ୍ୟରେ ମହିଳା ସୁରକ୍ଷା ଉପରେ ନିଜନିଜ ବକ୍ତବ୍ୟ ରଖିଥିଲେ । କାର୍ଜ୍ୟକ୍ରମକୁ,ଗାନ୍ଧୀପଣ୍ଡା, ଯୁବନେତା ବୁବୁଲି ରାଉତ,ବାବୁ ଖାନ,ସୁବାଷ ସ୍ଵାଇଁ,ସଞ୍ଜିପ୍ତ ଛୋଟରାୟ, ପିଙ୍କୁ ଜୟସ୍ଵଳ,କାବୁଲିପ୍ରତିହାରୀ,ସୁଧାଂଶୁ ସାମଲ, କୃଷ୍ଣ ଚନ୍ଦ୍ର ଭଞ୍ଜ,ମାନସ ମହାନ୍ତି,ଶିତୁ ସାମଲ, ପିତବାସ କାଣ୍ଡି, ପ୍ରଶାନ୍ତନାଯକ,ରାହୁଲ ମହାନ୍ତି,ପ୍ରକାଶ ଧଳ,ସତ୍ୟବତୀ ବିଭର,ସପନା ରାଉତରାୟ,ପଦ୍ମା ରାଓ,ଚନ୍ଦନ ତରାଇ,ସିତାପ୍ରଧାନ,କଲ୍ଯାଣୀ ଲେଙ୍କା,ସୋନି କୌର,ରତ୍ମଞ୍ଜରି ରାଉତ,ରୀତା ସାମଲ,କବିତା ମଲ୍ଲିକ ପ୍ରମୁଖ ପରିଚାଳନାକରିଥିଲେ । ଜୟନ୍ତ କୁମାର ମିଶ୍ର

