ପାପଡାହାଣ୍ଡି ତା 23.6.26:(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ବ୍ଲକ ପରିସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହିଚତୁର୍ଥ ଦିନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଉପାଧକ୍ଷ ଶ୍ରୀ ଶୁଶାନ୍ତ କୁମାର ବେହେରା,ଗୋଷ୍ଠୀ ଉର୍ନୟନ ଅଧିକାରୀ ଶ୍ରୀ କପିଲଦେବ ସାହୁ ଜି ପି ଓ କମେଳେନ୍ଦୁ ଦାସ, ବି ଏସ ଏସ ଓ ସୁବ୍ରତ କିସାନ, ଡବ୍ଲୁ ଇ ଓ ଦେବବ୍ରତ ପରିଡା, ବି ଏଲ ସି ସନ୍ଧ୍ୟା ରାଣୀ ବିଷୋୟୀ ଜେ ଇ ବାପୁଜୀ ନାୟକ, ଜେ ଇ ବିପିନି ତ୍ରିପାଠୀ ,ଏମ ଆଈ ସିପ୍ରା ସାମଲ,ୱାର୍ଡ ସଭ୍ୟ ଗଙ୍ଗାଧର ନାୟକ ବି ପି ସି ଆର ଏଚ ଉମାମହେଶ୍ୱରୀ, ପେସା କୋଡିନେଟର ଗିରିଜା ଦଳେଇ, ତ୍ରିନାଥ ଆମନାତ୍ୟ ପ୍ରଭୃତି ଉପସ୍ଥିତ ରହି, ପାଞ୍ଚ ଜଣ ହିତାଧିକାରୀ ଙ୍କୁ ଶ୍ରମକାର୍ଡ, ଷାଠିଏ ଜଣଙ୍କୁ ରାସନ କାର୍ଡ, ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଛଅ ଜଣଙ୍କୁ ଦିଆଗଲା ବିପିଏମ ସୁଧାଂଶୁ ବିଶ୍ୱାଳ ମଞ୍ଚ ପରିଚାଳନା. କରିଥିଲେ ଶେଷରେ ଧନ୍ୟବାଦ ଦେଇ ସଭା ସାଙ୍ଗକରାଗଲା

