କେନ୍ଦୁଝର:2//7,(ଉତ୍କଳ ସମାଚାର) କେନ୍ଦୁଝର ସାଂଗଠନିକ ଜିଲ୍ଲା ର ସମସ୍ତ ୪୫ ଗୋଟି ବିଜେପି ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ମାନକର ନାମ ଘୋଷଣା ହୋଇଛି । ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କ ର ଅନୁମୋଦନ କ୍ରମେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରୁଦ୍ର ପ୍ରସାଦ ବେହେରା ଗୁରୁବାର ଦିନ ଏକ ବିଜ୍ଞପ୍ତି ମାଧ୍ୟମରେ ୪୫ ଟି ମଣ୍ଡଳର ଯୁବ ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରିଛନ୍ତି ।ଘୋଷିତ ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ମାନେ ଆନନ୍ଦପୁର ନଗର ଧବଳେଶ୍ବର ସାହୁ୯୮୫୩୪୧୮୪୪୦ ,ବଳିବାରେଇ ଉଜ୍ଜ୍ଵଳ ବେହେରା ୯୩୩୭୧୫୪୦୦୨ ,ବନଚୋ ଶାନ୍ତନୁ ଖୁଣ୍ଟିଆ୭୭୪୯୯୮୫୫୩୨ ,ବେଳବାହାଳି ସୁରତ ଜେନା୯୩୩୭୩୪୦୮୩୦ ,ଗୟଳମୁଣ୍ଡା ତନ୍ମୟ କୁମାର ସାହୁ୯୧୭୮୯୫୭୬୫୫ ,ହାଟଡ଼ିହି ରୁଦ୍ର ପ୍ରସାଦ ଜେନା ୭୬୮୪୮୦୩୭୭୬ ,ଶାଳଣିଆ ଅବିନାଶ ସେନାପତି୯୭୭୭୮୭୪୪୯୦ ,ଶାଳବଣୀ ମଳୟ ରଞ୍ଜନ ଆଇଚ୯୩୪୮୪୮୧୯୦୨ , ବି କରଞ୍ଜିଆ ନରେଶ ଜୈନ୯୦୯୦୬୦୧୩୯୩ , ବଡ଼ବିଲ ଅଜିତ ନାୟକ୯୩୩୭୪୯୬୦୪୨ , ବାମେବାରୀ ରିଙ୍କୁ ନାଥ୭୩୨୬୯୦୯୬୭୩ , ଭଦ୍ରାସାହି ଅରବିନ୍ଦ ମହାକୁଡ଼୯୯୩୭୬୫୨୫୯୨ , ଭଣ୍ଡା ଭବାନୀ ଶଙ୍କର ନାଏକ୯୩୩୭୮୧୬୬୯୯ , ବିଲେଇପଡ଼ା ନିର୍ମଳ ପାତ୍ର୬୩୭୧୫୨୮୭୧୪ , ଚମ୍ପୁଆ ଗ୍ରାମୀଣ ଶିବାନନ୍ଦ ମହାନ୍ତ୮୩୨୭୭୩୯୫୭୧ , ଚମ୍ପୁଆ ଏନଏସି ଅଭିନ୍ୟ ସାହୁ୯୮୫୩୦୫୦୭୯୭ , ଯୋଡ଼ା ମ୍ୟୁନିସିପାଲିଟି ରତିକାନ୍ତ ଦାଶ୭୦୦୮୯୦୫୩୨୩ , ବୈତରଣୀ ଅଜିତ କୁମାର ପୃଷ୍ଟି୭୦୦୮୬୩୩୦୬୧ , ଦେଓଗାଁ ଶାନ୍ତନୁ କୁମାର ସାହୁ୮୫୯୮୦୦୪୫୩୭, ଢେଂକିକୋଟ ତ୍ରିଲୋଚନ ରାଉତ୮୩୨୮୮୧୭୬୭୫ , ଘଟଗାଁ ରଞ୍ଜନ କୁମାର ଦାଶ୯୦୭୮୫୯୯୫୨୮ ,ଖାଳିଆମେଣ୍ଟା ସଂଗ୍ରାମ କିଶୋର ଜେନା୯୩୩୭୯୦୬୮୦୪ , ପଣ୍ଡାପଡ଼ା ବିକାଶ ଚନ୍ଦ୍ର ବାରିକ୮୮୬୭୭୯୨୦୩୩ , ରାମଚନ୍ଦ୍ରପୁର ଚିନ୍ମୟ ସା୬୩୭୧୬୦୧୭୫୯ , ଗୁମୁରା ନାରଣ ଦତ୍ତ ମହାନ୍ତ୭୩୨୬୦୭୪୨୬୫ , ଝୁମ୍ପୁରା କୁନ୍ଦନ କାରୁଆ୭୨୦୫୬୦୪୬୧୯ , କେନ୍ଦୁଝର ଜଗମୋହନ କର୭୩୮୭୧୯୯୫୭୬ , ନରଣପୁର ସୁରଜ କୁମାର ବାରିକ୭୦୦୮୯୧୨୪୧୬ , ପଳାସପାଙ୍ଗା ଯୁଧିଷ୍ଠିର ମହାନ୍ତ୮୨୪୯୯୮୭୦୦୬ , ରାଇସୁଆଁ ଅଶ୍ୱିନୀ ରାଉତ୭୯୭୮୬୨୩୮୧୬ , ଶୁଆକାଠି ମନୋଜ ପରିଡା୮୨୬୦୭୭୬୮୪୪ , ଜ୍ୟୋତିପୁର ଦେବଜିତ ଚୌଧୁରୀ୭୮୪୮୮୬୫୭୪୦ , କେନ୍ଦେଇପଶି ସୁଧୀର ସାହୁ୮୨୪୯୮୭୪୦୫୯ , ଖିରେଇଟାଙ୍ଗିରି କୁଳମଣି ମହାନ୍ତ୮୨୪୯୩୦୫୯୨୭ , ପାଟଣା ନୀତେଶ କୁମାର ମହାନ୍ତ୮୬୫୮୭୧୪୬୭୬ , ସାହାରପଡ଼ା ଖିଳେନ୍ଦୁ ମହାନ୍ତ୭୬୮୩୯୩୨୮୩୮ , ଉଦୟପୁର ଦୀକ୍ଷିତ ସେଠି୭୬୮୨୮୩୩୫୫୦ , ଉଖୁଣ୍ଡା ପ୍ରଶାନ୍ତ ବାରିକ୬୩୭୧୭୦୩୦୩୯ , ବାଂଶପାଳ ଦୁଷ୍ମନ୍ତ ପାତ୍ର୯୪୩୭୭୭୪୭୮୮ , ବ୍ରାହ୍ମଣୀପାଳ ଗୋକୁଳ ମହାନ୍ତ୬୩୭୦୭୦୫୮୫୮ , ଗୋନାସିକା ଜଗନ୍ନାଥ ସେଠି୮୨୬୦୭୩୬୭୦୬ , ହରିଚନ୍ଦନପୁର ଅନିଲ ମହାରଣା୭୮୪୮୯୯୨୮୩୯ , ଜଂଘିରା ଅଜିତ କୁମାର ବାରିକ୭୫୩୮୩୯୬୪୫୬ , ସିରିଗିଡା ବିକାଶ ବାରିକ୯୪୩୭୬୩୮୦୪ ,ତେଲକୋଇ ରଞ୍ଜନ କୁମାର ସାହୁ୯୫୫୬୨୬୦୭୩୦ , ଜିଲ୍ଲାରେ ଯୁବ ସଂଗଠନ କୁ ମଜବୁତ କରିବା ସହିତ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା କୁ ସାଧାରଣ ଜନତାଙ୍କ ପାଖରେ ପହଂଚାଇବା ସହିତ କିଭଳି ଏହାର ଲାଭ ଜିଲ୍ଲାବାସୀ ନେଇପାରିବେ ସେଥିପାଇଁ କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରୁଦ୍ରପ୍ରସାଦ ବେହେରା ପ୍ରକାଶ କହିଛନ୍ତି।
