ପାପଡାହାଣ୍ଡି ତା 14.7.26:(ଉତ୍କଳ ସମାଚାର)ରିଖ ଦିନ ପାପଡାହାଣ୍ଡି ବ୍ଲକ ର ପଣ୍ଡିକୋଟ ପଂଚାୟତ ର ଚାନ୍ଦିଲି ଗ୍ରାମ ଠାରେ ଯକ୍ଷ୍ମ ନିରୂପଣ ଶିବିର ଅନୁଷ୍ଠିତ ହୋଇଥିଲା ଏହି ଶିବିର ସତୁରି ରୁ ଜଣ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଥିଲେ ଏହି ଶିବିର କୁ ସି ଏଚ ଓ ଜିତେନ୍ଦ୍ର ଟାକରି, ଏଲ ଟି ଭାଗିରଥି ଗାଈନ, ଏ ଏନ ଏମ କେ ପବିତ୍ରା, ଆଶା ମିନି ହରିଜନ, ଆଶା ଟୁନି ନାୟକ ଓ ଆଶା ଲତା ଭତ୍ରା ପ୍ରଭୁତି ଯୋଗ ଦେଇଥିଲେ

