ପାପଡାହାଣ୍ଡି:1:8:26-(ଉତ୍କଳ ସମାଚାର)ଡାବୁଗାଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏସଆଇଆର କଂଗ୍ରେସ ଦଳର ବିଏଲଏ -2 ର ତାଲିମ ଶିବିର ସ୍ଥାନୀୟ ଜାମ୍ବାଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି ତାଲିମ ଶିବିର ରେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡ଼. ଲିପିକା ମାଝୀ ନେତୃତ୍ୱ ରେ ପୂର୍ବତନ ବିଧାୟକ ଶ୍ରୀ ଭୁଜବଳ ମାଝୀ, ପାପଡାହାଣ୍ଡି ବ୍ଲକ କଂଗ୍ରେସ ସଭାପତି ସେକ ୱାଜିର ହୁସେନ, କୋଷାଗୁମୁଡା ବ୍ଲକର ସଭାପତି ପଦମଶାଇ ମାଳି, ଡାବୁଗାଁ ବ୍ଲକର ସଭାପତି ଜି. ସାଇରଜୁ, ଅବଜରବର ଅଖିଳ ଭତ୍ରା,ମିଡ଼ିଆ ସେଲ ର ବିକାଶ ରାଓ, ସେକ ଆକବର ହୁସେନ ଙ୍କ ସହିତ ଡାବୁଗାଁ ନିର୍ବାଚନ ମଣ୍ଡଳୀ -2 ର ସମସ୍ତ ନେତୃ ବୃନ୍ଦ ଯୋଗଦେଇ ଥିଲେ l

