ପାପଡାହାଣ୍ଡି ତା 7.8.26,(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ସଭାଗୃହ ଠାରେ ଶହୀଦ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକ ରେ ଅଧକ୍ଷତା କରିଥିଲେ ଏ ଡି ଏମ ଶ୍ରୀ ପ୍ରମୋଦ କୁମାର ପୃଷ୍ଟି, ପାପଡାହାଣ୍ଡି ବ୍ଲକ ଅଧକ୍ଷା ଶ୍ରୀମତୀ ହେମଲତା ମାଝୀ, ଉପାଧ୍ୟକ୍ଷ ଶ୍ରୀ ଶୁଶାନ୍ତ କୁମାର ବେହେରା, ନବରଙ୍ଗପୁର ଜ଼ିଲ୍ଲା ପରିଷଦ ସଭାପତି ଶ୍ରୀ ମୋତିରାମ ନାୟକ ସାଂସଦ ପ୍ରତିନିଧି ଶ୍ରୀ ସୋମନାଥପୂଜାରୀ ,ଉପାଧ୍ୟକ୍ଷ ସ୍ୱତନ୍ତ୍ର ଉର୍ନୟନ ପରିଷଦ ନବରଙ୍ଗପୁର ଶ୍ରୀ ଲିଙ୍ଗରାଜ ଭତ୍ରା, ଗୋଷ୍ଠୀ ଉର୍ନୟନ ଅଧିକାରୀ ଶ୍ରୀ କପିଲଦେବ ସାହୁ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମୋନଜ ବେହେରା, ଏସ ଡି ପି ଓ ଶ୍ରୀ ସତ୍ୟଜିତ କାଣ୍ଡଳକାଲ ସହିଦ ମିନାର ର ସଭାପତି ଶ୍ରୀ ମୁନା ତ୍ରିପାଠୀ, ଶ୍ରୀ ସରଯାଉଦ୍ଧିନ ଅହମଦ, ଶ୍ରୀ ନଗେନ୍ଦ୍ର ପଟ୍ଟନାୟକ ଶ୍ରୀମତୀ ମଞ୍ଜୁଳା ମାଝୀ, ଶ୍ରୀ ତ୍ରିନାଥ ଅମନାତ୍ୟ, ଶ୍ରୀ ହରି ପାଣିଗ୍ରାହୀ, ଜି ପି ଓ କମଳେନ୍ଦୁ ଦାସ, ବି ଏସ ଏସ ଓ ସୁବ୍ରତ କିସାନ ପ୍ରଭୁତି ଉପସ୍ଥିତ ରହିଥିଲେ. ଏଥିରେ ମସଲା ଧରି ଆସିଥିବା ଲୋକଙ୍କୁ କଡନ କରି ସୁରକ୍ଷା ଦେବା, ଅତିଥି ଙ୍କୁ ନିମନ୍ତ୍ରଣ କରବା ସହିଦ ହୋଇଥିବା ଦାୟାଦ ଙ୍କୁ ସନ୍ନମାନିତ କରିବା, ତିଳତର୍ପଣ, ସହିଦ ମିନାରକୁ ସଫା କରିବା, ସାକାହାରୀ ଭୋଜନ ପ୍ରଭୁତି ଦିଗ ଉପରେ ଆଲୋଚନା ହୋଇଥିଲା ଶେଷରେ ଗୋଷ୍ଠୀ ଉର୍ନୟନ ଅଧିକାରୀ ଶ୍ରୀ କପିଲଦେବ ସାହୁ ଧନ୍ୟବାଦ ଅର୍ପଣ କରିସଭା ସାଙ୍ଗ କଲେ

