ରାଜଗାଙ୍ଗପୁର:3//10,(ଉତ୍କଳ ସମାଚାର)ଜିଲ୍ଲାର ଶିକ୍ଷକ ଲେବଲ 3/ଲେବଲ ୪/ଓ ଲେବଲ ୫(B)ହେଵା ପାଇଁ ସରକାର ଙ୍କ ଆଦେଶ ହେଇଛି କିନ୍ତୁ ଇତିମଧ୍ୟରେ ଲେବଲ ୩/ପ୍ରମୋସନ ଷ୍ଟେୟ ହୋଇରହିଛି କିନ୍ତୁ ଲେବଲ ୫(B) ଲେବଲ ୪/ଓ ଲେବଲ ୫(A)ରୁ ଲେବଲ ୫(B) କୁ ପଦୋନ୍ନତି କରିବାରେ ଜିଲ୍ଲା ଶିକ୍ଷକ ବିଭାଗ ବିଳମ୍ବ କରିଆସୁଛନ୍ତି ଇତିମଧ୍ୟରେପାତ୍ର ସଂଖ୍ୟା (୧୨୦୩୩)ତାରିଖ ୨୮/୯/୨୦୨୬/ରେ ଲେବେଲ ୫(B)ରୁ ଲେବେଲ ୪ ଗ୍ରେ୍ଡେସନ ତାଲିକା ପ୍ରକାଶ ପାଇଛି ଏଥିରେ ବରିଷ୍ଠ ଶିକ୍ଷକ ମାନଙ୍କୁ ତଳେ ରଖିକି କିଛି ଜୁନିୟର ଶିକ୍ଷକ ଙ୍କୁ ଉପରେ ରଖି ଥିବା ଜଣା ପଡିଛି ସୁନ୍ଦରଗଡ଼ ଜିଲ୍ଲା ୧୯୯୭ ରୁଲ ୧୫ ଓ ରୁଲ ୧୧ ଇଣ୍ଟେସେ ସିନିୟର୍ଟି ନ ରହିବା ଯୋଗୁ ଅନେକ ଶିକ୍ଷକ ଙ୍କ ମନରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଜିଲ୍ଲା ଶିକ୍ଷକ ଅଧିକାରୀଙ୍କ କାର୍ଯ୍ୟାଳୟ ରୁ ପତ୍ର ସଂଖ୍ୟା ୧୨୧୯୩ ତାରିଖ ୩୦/୯/୨୦୨୬/ଲେବେଲ ୫(A)ଓ ଲେବେଲ ୫(B)ଶିକ୍ଷକ ଙ୍କୁ ccr ମଗାଯାଇଛି କିନ୍ତୁ ଲେବେଲ ୫(A)ର ଫାଇନାଲ ଗ୍ରେ୍ଡେସନ ତାଲିକା ଜିଲ୍ଲା ଶିକ୍ଷକ ର୍ଯ୍ୟାଳୟ ରୁ ବାହାରି ନାହିଁଏହିଭଳି ଅବସ୍ଥାରେ ଲେବେଲ ୫ଶିକ୍ଷକ ମାନେ କିଭଳି ଭାବେ ccr ଦେବେ ଓ କିଛି ଶିକ୍ଷକ ମାନେ ବିଦ୍ୟାଳୟ ବିଦ୍ୟାଳୟ ବୁଲି ccr ସଂଗ୍ରହ କରିବାରେ ବ୍ୟସ୍ତ ପ୍ରକାଶ ଥାଉ କି ଜିଲ୍ଲା ର ଅନ୍ୟ ବ୍ଲକ ଗୁଡିକରେ ccr ଗୁଡିକରେ କୌଣସି ପ୍ରଧାନ ଶିକ୍ଷକ ମାନେ ଦସ୍ତଖତ କରୁନଥିବା ବେଳେ beo ଓ abeo ମାନେ ଦସ୍ତଖତ କରିବାରେ ବ୍ୟସ୍ତ ଓ ଶୁଣିବାକୁ ମିଳୁଛି କିଛି ବ୍ଲକ ରେ ccr ପାଁଇ ଟଙ୍କା କାରବାର ମଧ୍ୟ୍ୟ ଚାଳୁଛି ପ୍ରକାଶ ଥାଉ କି ଜିଲ୍ଲା ରେ କିଛି ବଡ ବାବୁମାନେ ଵାକୟା ଦରମା ପାଇଁ କହିଲେ ତୁମେ ଆମକଥା ବୁଝୁନ ବୋଲି କହୁଛନ୍ତି ଏହିଭଳି ଗାଦି ମାଡ଼ିବସିଥିବା ବଡ ବାବୁ ମାନେ କେବେ ବଦଳି ହେବେ ଏଦିଗରେ ଜିଲ୍ଲା ଶିକ୍ଷା ବିଭାଗ ଓ ପ୍ରଶାସନ କିପଦକ୍ଷପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା

