ପାପଡାହାଣ୍ଡି ତା 20.6.26:(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ବ୍ଲକ ପରିସରରେ ବିକାଶ ଧାରା ଓଡିଶା ସାରା ଉଦଘାଟନ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ଅଧକ୍ଷାଶ୍ରୀମତୀ ହେମଲତା ମାଝୀ ଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା.ଏଥିରେମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ମୋନହର ରନ୍ଧାରୀ. ଉପାଧ୍ୟକ୍ଷ ସ୍ୱତନ୍ତ୍ର ଉର୍ନୟନପରିଷଦ ନବରଙ୍ଗପୁର ଶ୍ରୀ ଲିଙ୍ଗରାଜ ଭତ୍ରା, ସାଂସଦ ପ୍ରତିନିଧି ଓ ଜନଜାତି ରାଜ୍ୟ ସମ୍ପାଦକ ଶ୍ରୀ ସୋମନାଥ ପୂଜାରୀ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଯଶବନ୍ତ ନାୟକ, ଉପାଧକ୍ଷ ଶ୍ରୀ ସୁଶାନ୍ତ କୁମାର ବେହେରା, ଗୋଷ୍ଠୀ ଉର୍ନୟନ ଅଧିକାରୀ ଶ୍ରୀ କପିଲଦେବ ସାହୁ, ତହସିଲଦାର ଶ୍ରୀ ତପନ କୁମାର ସାହୁ,ମନ୍ତ୍ରୀ ଙ୍କ ପ୍ରତିନିଧି ଶ୍ରୀ ହରିମୋହନ ଶର୍ମା,ଯେ ଇ.ବିପିନି ତ୍ରିପାଠୀ, ଜି ପି ଓ.ଶ୍ରୀ କମଳେନ୍ଦୁ ଦାସ,ବି ଏଲ ସି ସନ୍ଧ୍ୟାରାଣୀ ବିଷୋୟୀ, ବି ଏସ ଏସ ଓ. ସୁବ୍ରତ କିସାନ, w. E. ଓ. ଦେବବ୍ରତ ପରିଡା, ସି ଡି ପି ଓ. ସ୍ବର୍ଣ୍ଣ ପ୍ରଭା ଦାସ, ପାପଡାହାଣ୍ଡି ମଣ୍ଡଳ ସଭାପତି ମନୋଜ ଅଗ୍ରଵାଲ, ଡଙ୍ଗରା ମଣ୍ଡଳ ସଭାପତି k କ୍ରିଷ୍ଣା ଓ ପ୍ରଶାନ୍ତ ପାଣିଗ୍ରାହୀ, ଦୀନବନ୍ଧୁ ବିଷୋୟୀ, ତ୍ରିନାଥ ଅମନାତ୍ୟ, ହରିପାଣିଗ୍ରାହୀ ପ୍ରଭୁତି ଅଂଶ ଗ୍ରହଣ କରିଥିଲେ. ଏଥିରେ ଅଙ୍ଗନୱାଡି, ଆଶା ଓ ବହୁତ ହିତାଧିକାରୀ ଜମା ହୋଇଥିଲେ ପ୍ରଥମେ ଓଡିଶୀ ନୃତ୍ୟ ଶୁଭଶ୍ରୀ ମହାରଣା ନାଚ କରିଥିଲେ ତାପରେ ଦୀପ ଜାଳି ସଭା କାଯ୍ୟ ଆରମ୍ଭ ହୋଇଥିଲା, ବକ୍ତା ମାନେ ସରକାର ଙ୍କ ଦୁଇ ବର୍ଷର ଉପଲଧି ଯେମିତି ମୁଖ୍ୟମନ୍ତ୍ରୀ ଅର୍ଣ୍ଣପୁର୍ନା ଯୋଜନା, ଅନ୍ତରଦ୍ୱୟ ଗୃହ ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ, ପାପଡାହାଣ୍ଡି ସହିଦ ମିନାର ପାଇଁ ଏପରି ବହୁତ ଯୋଜନା ବିଷୟରେ କହିଲେ ମଞ୍ଚ ପରିଚାଳନା କରିଥିଲେ ସୁଧାଂଶୁ ଶେଖର ବିଶ୍ୱାଳ ଓ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସି ଡି ପି ଓ ସ୍ବର୍ଣ୍ଣପ୍ରଭା ଦାସ ଓ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଗ୍ରାମ୍ୟ ଜଳ ପରିମଳ ବିଭାଗ, ମିଶନ ଶକ୍ତି, ଗୃହ ଯୋଜନା, ଶିଶୁ ବିକାଶ ଏପରି ସାତଟି ଷ୍ଟାଲ ପ୍ରଦସିତ ହୋଇ ଥିଲା.

