ଦେଶ -ବିଦେଶ

ଦେଶ -ବିଦେଶବାଣିଜ୍ୟମନୋରଞ୍ଜନମହାନଗରମୁଖ୍ୟ ଖବରରାଜନୀତି

ଓଡ଼ିଶା ବିକାଶର ବ୍ଲୁ ପ୍ରିଣ୍ଟ୍ ତିଆରି ଦାୟିତ୍ୱରେ ଗୁଣ୍ଡୁଚିମୂଷାର ଦାୟିତ୍ୱ ନେବି – ଧର୍ମେନ୍ଦ୍ର ପ୍ରଧାନ

ଆଠମଲ୍ଲିକ/ରେଢାଖୋଲ, /(ଉତ୍କଳ ସମାଚାର)//26/08/2024 /// ଆମେ ସମସ୍ତେ କାର୍ଯ୍ୟକର୍ତ୍ତାମାନେ ରାଜନୀତିରେ ଜନସେବାକୁ ଜୀବନର ବ୍ରତୀ ଭାବେ ଗ୍ରହଣ କରିବା ଦରକାର । ଆଗାମୀ ଦିନରେ ସମ୍ବଲପୁର ସମେତ

Read More
ଦେଶ -ବିଦେଶବାଣିଜ୍ୟମନୋରଞ୍ଜନମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

“କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ – ସିଜନ ୧” ଅଧୀନରେୱେଭ୍‌ସ୍‌ ପାଇଁ ୨୫ଟି ଚ୍ୟାଲେଞ୍ଜ ଶୁଭାରମ୍ଭ କଲେକେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀବୈଷ୍ଣବ

ରାଉରକେଲା,//(ଉତ୍କଳ ସମାଚାର): // 22/08/2024 //କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବିଶ୍ୱ ଅଡିଓ ଭିଜୁଆଲ୍ଆଣ୍ଡ ଏଣ୍ଟରଟେନ୍‌ମେଣ୍ଟ୍‌ ସମିଟ (ୱେଭ୍ସ)ର ‘କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ୍

Read More
ଦେଶ -ବିଦେଶମନୋରଞ୍ଜନମହାନଗରମୁଖ୍ୟ ଖବରରାଜ୍ୟ

ବରଗଡ଼ରେ  ସମ୍ବର୍ଦ୍ଧନା ସଭା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ  ଅନୁଷ୍ଠିତ

ବରଗଡ଼,୨/୭ (ଉତ୍କଳ ସମାଚାର): ସୋମବାର ଦିନ ଏକ ସମ୍ବର୍ଦ୍ଧନା ସଭା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ବରଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା | ଗତ ଜୁନ ମାସରେ ଅବସର

Read More
ଦେଶ -ବିଦେଶମନୋରଞ୍ଜନମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

ଓଡ଼ିଆ ଅସ୍ମିତାକୁ ପୂରଣ କରିବା ସହ ଲୋକସେବାରେ ସମର୍ପିତ ହେବା – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର//30//06//2024// (ଉତ୍କଳ ସମାଚାର)//ଆଜିର ସମୟରେ ଓଡ଼ିଶା ଦେଶରେ ପ୍ରଭାବଶାଳୀ ସ୍ଥାନରେ ଅଛି । ଓଡ଼ିଶାରେ ନବଗଠିତ ସରକାର ଓଡ଼ିଆ ଲୋକଙ୍କର ସରକାର ହୋଇ କାମ କରିବ ।

Read More
ଦେଶ -ବିଦେଶବାଣିଜ୍ୟ

ଗୁଗଲ୍, ମାଇକ୍ରୋସଫ୍ଟ ଭଳି ୧୫ଟି ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ସହ ଏମଓୟୁ ଭାରତର ଯୁବଶକ୍ତିଙ୍କୁ ଦକ୍ଷ ଏବଂ ସଶକ୍ତ କରିବ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର// 15/02/2024//, (ଉତ୍କଳ ସମାଚାର) //ଗୁଗୁଲ, ମାଇକ୍ରୋସଫ୍ଟ ଭଳି ୧୫ଟି ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ, ବୃହତ ଶିଳ୍ପ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ସହ ଜାତୀୟ ଦକ୍ଷତା ବିକାଶ ନିଗମ

Read More
ଖେଳଦେଶ -ବିଦେଶବାଣିଜ୍ୟମନୋରଞ୍ଜନମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

କ୍ରୀଡ଼ା ମାନଚ୍ଚିତ୍ରରେ ସମ୍ବଲପୁରକୁ ଆଗକୁ ନେବା ପାଇଁ ପ୍ରୟାସ କରିବା : ଧର୍ମେନ୍ଦ୍ର ପ୍ରଧାନ I

ସମ୍ବଲପୁର//,୦୪/୦୨//(ଉତ୍କଳ ସମାଚାର)//,(ସରୋଜ ସାହୁ)//: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସମ୍ବଲପୁରରେ ‘ଡିଷ୍ଟ୍ରିକ୍ଟ ମାଷ୍ଟର ଆଥଲେଟିକ୍ ଆସୋସିଏସନ’ ପକ୍ଷରୁ ଆୟୋଜିତ

Read More
ଦେଶ -ବିଦେଶମନୋରଞ୍ଜନମହାନଗରମୁଖ୍ୟ ଖବରରାଜ୍ୟ

ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ୧୩୬ତମ ଶୁଭ ଜନ୍ମ ମହୋତ୍ସବ – ଇଷ୍ଟିଦୀପନା କାର୍ଯ୍ୟକ୍ରମ

ରାଉରକେଲା// ୦୪/୦୨(ଉତ୍କଳ ସମାଚାର) // ସେକ୍ଟର – ୧୩, ମେଲଣ ପଡିଆରେ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୬ତମ ଶୁଭ ଜନ୍ମ ମହୋତ୍ସବ ତଥା ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ

Read More
ଦେଶ -ବିଦେଶମନୋରଞ୍ଜନମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

ଆଇଆଇଏମ, ସମ୍ବଲପୁରର ଲୋକାର୍ପଣ ସହ ଓଡ଼ିଶାକୁ ୬୮ ହଜାର କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି I

ସମ୍ବଲପୁର,୦୩/୦୨(ଉତ୍କଳ ସମାଚାର),(ସରୋଜ ସାହୁ): ଆମେ ଓଡ଼ିଶାକୁ ଶିକ୍ଷା ଓ ଦକ୍ଷତା ବିକାଶର ମହତ୍ତ୍ୱପୂର୍ଣ୍ଣ କେନ୍ଦ୍ର କରିବା ପାଇଁ ନିରନ୍ତର ପ୍ରୟାସ କରିଛୁ I ବିଗତ ଦଶକରେ ଓଡ଼ିଶାକୁ

Read More
ଦେଶ -ବିଦେଶବାଣିଜ୍ୟମନୋରଞ୍ଜନମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ଖଣ୍ଡପୀଠ

ଭୁବନନଶ୍ୱର,//02/01/2024//(ପିଆଇବି) //(ଉତ୍କଳ ସମାଚାର)//:‘‘ଇ-କୋର୍ଟ ଯୋଗୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବିଅପ୍ରାସଙ୍ଗିକ ହୋଇଯାଇଛି’’ ବୋଲି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀଅର୍ଜୁନ ରାମ ମେଘଓ୍ଵାଲ କହିଥିବା ଓଡ଼ିଶାର

Read More