ସମ୍ବଲପୁରୀର କୋଶଲୀ ନାମକରଣକୁ ନେଇ ବିରୋଧ,ଗୋଶଳାରୁ ଫେରିଲା ତଥାକଥିତ କୋଶଲ ରଥ I
ସମ୍ବଲପୁର,//୨୦/୦୯//(ଉତ୍କଳ ସମାଚାର)//,(ସରୋଜ ସାହୁ)//:ସମ୍ବଲପୁରୀ ଭାଷାର ନାମକୁ ବିକୃତ କରି କୋଶଳୀକରଣ ପ୍ରଚେଷ୍ଟାକୁ ସମ୍ବଲପୁରରେ ଶୁକ୍ରବାର ଜୋରଦାର ବିରୋଧ କରାଯାଇଛି । କୋଶଲୀ ଭାଷାକୁ ସାମ୍ବାଧାନିକ ମାନ୍ୟତା ନାମରେ
Read More