ରାଉରକେଲା ୧୧/୧୦,(ଉତ୍କଳ ସମାଚାର) ଚଳିତ ବର୍ଷ ତରକେରା ଶ୍ରୀ ଶ୍ରୀ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ ଉପଲକ୍ଷେ...
Month: October 2026
ସମ୍ବଲପୁର,୧୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଚାଲିଥିବା ମାସବ୍ୟାପୀ ବାର୍ଷିକ ଜନସମ୍ପର୍କ ପଦଯାତ୍ରାର ଅଂଶ ଭାବେ ରେଢ଼ାଖୋଲ ନିର୍ବାଚନ...
ସମ୍ବଲପୁର,୧୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ଜିଲ୍ଲାର ଶିଳ୍ପ ଆବହାୱା, ଶିଳ୍ପ ପ୍ରସାରର ସୁଯୋଗ, ସିଏସ୍ଆର୍ (CSR) ଏବଂ ଅଞ୍ଚଳର ବିକାଶ ସମ୍ପର୍କରେ ଏକ ସମୀକ୍ଷା...
ସମ୍ବଲପୁର,୧୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ପବିତ୍ର ମହାଳୟା ଅବସରରେ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ପତ୍ନୀ ତଥା ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟିଙ୍କ...
ସମ୍ବଲପୁର,୧୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ୍ର ଗୋଶାଳା ଛକରେ ମା’ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଆଜି ପୂଜାର ଶୁଭସ୍ତମ୍ଭ...
ସମ୍ବଲପୁର,୧୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ୨୦୨୬’ ପାଳିତ ହୋଇଯାଇଛି। କୁଳପତି ବୋମକେଶ ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ମନୋବିଜ୍ଞାନ...
ସମ୍ବଲପୁର,୧୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ୟୂପିଏସସି ପକ୍ଷରୁ ଆୟୋଜିତ ଏନଡିଏ ୨ ଲିଖିତ ପରୀକ୍ଷାରେ ସୈନିକ ସ୍କୁଲ ସମ୍ବଲପୁରର ପ୍ରଥମ ବ୍ୟାଚ୍ର ୭ ଜଣ...
ସମ୍ବଲପୁର,୧୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଟିକିବା ପଞ୍ଚାୟତର ବନ୍ଧମାଲ ଗ୍ରାମରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଓ ସୁରକ୍ଷାକୁ...
ସମ୍ବଲପୁର,୧୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ): କୁଚିଣ୍ଡା ସହରସ୍ଥିତ ବାଲମତୀ ଦେହୁରୀ ନର୍ସିଂ କଲେଜର ନୂତନ ଛାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ଏକ ଉତ୍ସବ ଆୟୋଜିତ...
ସମ୍ବଲପୁର,୧୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ମାନେଶ୍ୱର ବ୍ଲକର ବିଭିନ୍ନ ସ୍ଥାନ ସମେତ ସମସ୍ତ ଗ୍ରାମ ପଞ୍ଚାୟତରେ ଆଜି ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ପାଳିତ...
